ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର :ଜଣେ ଏଟିମ ଲଟେରା କୁ ଲୋକମାନେ ଧରି ପୋଲିସ ଜିମା ଦେଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସ ବି ଆଇ ଏଟିଏମ ରୁ ଦୁଇ ଜଣ ମହିଳା ଟଙ୍କା ଉଠାଉଥିବାବେଳ ସେଠାରେ ଜଣେ ଯୁବକ ପହଁଚିଥିଲେ।

ହଠାତ ଯୁବକ ଜଣକ ମହିଳାଙ୍କ ନିକଟକୁ ଆସି ସେ ମାନଙ୍କୁ ସହାୟତା କରିବ ବୋଲି କହିଥିଲା ମହିଳାଙ୍କୁ ଏଟିଏମ ପିନ ନମ୍ବର ମାଗି ଟଙ୍କା ଉଠାଇବା ସହ ଅନ୍ୟ ଏକ ଏଟିଏମ ବଦଳାଇ ମହିଳାଙ୍କୁ ଧମକ ଚମକ ଦେଇ ତାଙ୍କ ଠାରୁ ଟଙ୍କା ଛଡେଇ ନେଇଥିଲା ମହିଳା ଜଣଙ୍କ ଚିତ୍କାର କରିବାରୁ ଲୋକ ମାନେ ଆସି ଲୁଟେରାକୁ କାବୁକରି ପୋଲିସ ଜିମା ଦେଇଥିଲେ ଏବଂ ପୋଲିସ ତଦନ୍ତ କରୁଛି

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

Powered by Joinchat