ଶ୍ରଦ୍ଧାଞ୍ଜଳି ସହିତ ଆଶୁ ଆରୋଗ୍ୟ କାମନା ର ଏକ ସମୂହ ଦୀପଦାନ କାର୍ଯକ୍ରମ

ପୁରୀ :ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀରେ ପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ହୋଇଥିବା ବାଣ ବିସ୍ପୋରଣ ଦୁର୍ଘଟଣା ରେ ମୃତାହତଙ୍କ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଶ୍ରଦ୍ଧାଞ୍ଜଳି ସହିତ ଆଶୁ ଆରୋଗ୍ୟ କାମନା ର ଏକ ସମୂହ ଦୀପଦାନ କାର୍ଯକ୍ରମ ସ୍ଥାନୀୟ ମାଉସୀମାଙ୍କ ମନ୍ଦିର ସମ୍ମୁଖରେ “ପୁରୀ ଫଟୋ ଆଣ୍ଡ ଭିଡିଓ ଟ୍ରେଡର୍ସ ଆସୋସିଏସନ୍”ତରଫରୁ ଏକ ନିରବ ପ୍ରାର୍ଥନା ସହିତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରାଯାଇଥିଲା।

ଏଥିରେ ସଂଘର ସଭାପତି ମିଥୁନ ଜେନା,ଉପସଭାପତି – ସୁଦିପ୍ତ ମିଶ୍ର, ସମ୍ପାଦକ-ସୁକାନ୍ତ ସାହୁ , ସହ ସମ୍ପାଦକ- ଅଭିଷେକ ମହାନ୍ତି, କୋଷାଧକ୍ଷ-ସୂର୍ଯ୍ୟକାନ୍ତ ସ୍ବାଇଁ,ପରାମର୍ଶଦାତା- ଦେବେନ୍ଦ୍ର ନନ୍ଦ , ଅମିୟ ପଣ୍ଡା,ରଞ୍ଜିତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଷଡଙ୍ଗୀ,ପ୍ରକାଶ ଦଳାଇ, ନିଳକଣ୍ଠ ସାହୁ,ଜୟଦେବ ପାତ୍ର,ରଞ୍ଜନ ଦାସ ,ବସନ୍ତ ,ଦୁଶାସନ,ଗୁରୁପ୍ରସାଦ, ସୁରେନ୍ଦ୍ର,ରତ୍ନାକର, ଉମେଶାଙ୍କ, ରଞ୍ଜନ, ବିଶ୍ନୁପ୍ରସାଦ, ଓ ଅନ୍ୟ ସଦସ୍ୟ ମାନେ ଦୀପଦାନ କରିଥିଲେ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!