ଘସିପୁରା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ

କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ସୌମ୍ୟରଂଜନ ପଟ୍ଟନାୟକ 2110 ଭୋଟ ଆଗରେ ଅଛନ୍ତି। ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପ୍ରାର୍ଥୀ କେତେ ଭୋଟ ହାସଲ କରିଛନ୍ତି।

1- ସୌମ୍ୟରଂଜନ ପଟ୍ଟନାୟକ, ସ୍ବାଧୀନ- 39986

2- ବଦ୍ରିନାରାୟଣ ପାତ୍ର, ବିଜେଡି- 37876

3- ଶମ୍ବୁନାଥ ରାଉତ, ବିଜେପି- 16078

Leave a Reply

Your email address will not be published. Required fields are marked *

error: Content is protected !!