ଦିଗପହଣ୍ଡି ରେ ଜିତିଲେ ସିଦ୍ଧାନ୍ତ ମହାପାତ୍ର

ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଶେଷ ହୋଇଛି । ଫଳାଫଳ ଅନୁଯାୟୀ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବା ନିଶ୍ଚିତ । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ପଡିଛି ।

ଏହାରି ଭିତରେ ଦିଗପହଣ୍ଡିରେ ବିଜେପିର ବିଜୟ ହୋଇଛି ।ଦିଗପହଣ୍ଡିରେ ବିଜୟୀ ହୋଇଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡିର ବିପ୍ଳବ ପାତ୍ରଙ୍କୁ ହରାଇଲେ ସିଦ୍ଧାନ୍ତ ମହାପାତ୍ର । ୧୫ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ।

Leave a Reply

Your email address will not be published. Required fields are marked *

error: Content is protected !!