ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ ଓଡିଶା ସାଧାରଣ ବୈଠକ ଅନୁଷ୍ଠିତ

ପୁରୀ :ସମ୍ପ୍ରତିକ ଶିକ୍ଷକ ବ୍ୟବସ୍ଥା ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର ଜାତିୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଫୋର ମ ଓଡିଶା ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ପ୍ରଶୀକ୍ଷଣ ପ୍ରତିଷ୍ଠାନ ପୁରୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ର ଉପଦେଷ୍ଟା ତଥା ପ୍ରାନ୍ତନ ସ୍ୱତନ୍ତ୍ର ବିଚାରପତି ସି. ବି. ଆଇ. ବିକାରୀ ଚରଣ ରାଉତ. ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।

ପ୍ରାକ୍ତନ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଓଡିଶା ତଥା ପ୍ରାକ୍ତନ ଜିଲ୍ଲାପାଳ ବାଲେଶ୍ୱେ ସନାତନ ମଲ୍ଲିକ ଉପସ୍ଥିତ ହୋଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜୀବନରେ ଅନେକ ସାଧନା କରି ଗୁଣତ୍ମକ ଶିକ୍ଷା ପ୍ରଦାନ କରି ଅନେକ ସୁଛାତ୍ରଛାତ୍ରୀ ସୁଷ୍ଟି କରି ଦେଶର ମାନଦଣ୍ଡ ବୃଦ୍ଧି କରିପାରିଛନ୍ତି l ଯାହାଫଳରେ ମହାମହିମ ରାଷ୍ଟପ୍ରତଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି l ଏଣୁ ଶିକ୍ଷା ବିଭାଗର ସମସ୍ତ ବ୍ୟବସ୍ଥl ରେ ଜାତୀ ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଥ ପ୍ରଦର୍ଶନଭାବେ ରଖାଗଲେ ଗୁଣାତ୍ମକ ଶିକ୍ଷାଦାନ ଭଲ ଭାବରେ ହୋଇପାରିବ ବୋଲି ମତ ରଖିଥିଲେ

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!