ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ନିକଟସ୍ଥ ପଙ୍କାଳ ଗ୍ରାମ ର ମା ଖିଲାମୁଣ୍ଡାଙ୍କ ପୀଠ ରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯାଜ୍ଞ ଓ ନବଦୁର୍ଗା ମହାମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ମହାମିଳନରେ ଏହି ଅଞ୍ଚଳର କାଠିଠାକୁରାଣୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଏଥିରେ ଏହି ଅଞ୍ଚଳର କାଠି ଠାକୁରାଣୀ ମାନେ ଯୋଗ ଦେଇଥିଲେ l ଏହି ବିଶ୍ୱଶାନ୍ତି ଚଣ୍ଡୀ ମହାଯାଜ୍ଞରେ ବହୁ ସଂଖ୍ୟା ରେ ଭକ୍ତ ମାନେ ଯୋଗଦେଇ ନବଦୁର୍ଗାଙ୍କ ଦର୍ଶନ କରିବା ସହିତ ଆଶର୍ବାଦ ଭିକ୍ଷା କରିଥିଲେ
ରିପୋର୍ଟ – ସମୀର ରଞ୍ଜନ ନାୟକ