ଯୋଗ ଦିବସ ପାଳିତ

ପୁରୀ :ଭାରତ ବିକାଶ ପରିଷଦ ପୁରୀ, ଶିଳ୍ପ ତାଲିମ କେନ୍ଦ୍ର ପୁରୀ, ଏବଂ ଜିଲ୍ଲା ପ୍ରଶାସନ ପୁରୀ ସହଯୋଗରେ ଆନ୍ତର୍ଜାତିକ ଯୋଗ ଉତ୍ସବ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟହ ଯୋଗ ଶିକ୍ଷା କରିବା ଭାରତୀୟ ସଂସ୍କୃତି, ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ମତପ୍ରକାଶ ପାଇଥିଲା ।ଏହା ଭାରତ ବିକାଶ ର ଏକ ପ୍ରମୁଖ କାର୍ଯ୍ୟକ୍ରମ।

ଏଥିରେ ଶିଳ୍ପ ତାଲିମ୍ କେନ୍ଦ୍ର ର ଅଧ୍ୟକ୍ଷ ଅରବିନ୍ଦ ଘୋଷ,,ଅନିତା ଜଗଦେବ ଭାରତ ବିକାଶ ପରିଷଦର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ,ଶ୍ରୀମତୀ ସୁପ୍ରୀତି ରଥ, ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, ବୁଦ୍ଧଦେବ ମହାପାତ୍ର, ପତିତପାବନ ସାମନ୍ତରାୟ,ମମତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

Powered by Joinchat