ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ

ମୁମ୍ବାଇ :ବଲିଉଡର ଆଗଧାଡିର ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ନିଜେ ଅଭିନେତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଆହୁରି ଲେଖିଛନ୍ତି, ମୋର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ମୁଁ ଭଲ ଅଛି। ଏହି ରୋଗକୁ ଦୂର କରିବା ପାଇଁ ଦୃଢ, ସଂକଳ୍ପବଦ୍ଧ ଏବଂ ସଂପୂର୍ଣ୍ଣ ପ୍ରତିବଦ୍ଧ।

ଏହି ସଂଗ୍ରାମରେ ପ୍ରଶଂସକଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି।ହିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଦୁଃଖିତ ତଥା ଚିନ୍ତିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛ

Leave a Reply

Your email address will not be published. Required fields are marked *

error: Content is protected !!