ବାଲେଶ୍ୱର :ଏକ ହତ୍ୟା ଘଟଣା ର ପୋଲିସ ପରଦା ଫାସ କରି ଥିବା ଖବର ମିଳି ଛି ମିଳିଥିବା ଖବର ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍ରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ। ଘଟଣାର ପର୍ଦ୍ଦାଫାସ୍ କଲା ବାଲେଶ୍ବର ପୋଲିସ ବନ୍ଧୁକ ପାଇଁ ଯୁବକଙ୍କୁ ନିଜ ୨ ବନ୍ଧୁ ହତ୍ୟା କରିଥିବା ସୂଚନା ମୃତକ ଓ ଆକ୍ରମଣକାରୀ ୩ ଜଣ ବନ୍ଧୁ ଓ ସମସ୍ତେ ପୁରୀ ଜିଲ୍ଲାର ସୂଚନା
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ