TEAM-ALWAYS HELP OTHERS ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଠଗଡ :ଆଜି TEAM-ALWAYS HELP OTHERS ଓ ପିଙ୍କନ ସାହୁଙ୍କ ନେତୃତ୍ୱତରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓରନ୍ଦା ପଞ୍ଚାୟତ ରେ ବୁକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନବିଭାଗ ର ଦୁଇଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ. ସମାଜକୁ ସବୁଜ ପରିବେଶ ରେ ପରିଣତ କରିବା ପାଇଁ ଟିମ ପିଲାମାନଙ୍କର ଏ ପ୍ରୟାସ ଅତି ପ୍ରଶଂସନୀୟ..।

Leave a Reply

Your email address will not be published. Required fields are marked *

error: Content is protected !!