ନୋବେଲ ବିଜେତା ପରାମର୍ଶଦାତା ଭାବେ ଡୋରି ଧରିଲେ,ହିନ୍ଦୁ ବିରୋଧୀ ହିଂସାକୁ ନିରବ ସମର୍ଥନ

ନୂଆଦିଲ୍ଲୀ : ଭାରତୀୟ ଉଚ୍ଚାୟୁକ୍ତ ରାଜ୍ଯପାଳ ବର୍ମା ବଙ୍ଗଲାଦେଶରେ ମଧ୍ୟବର୍ତ୍ତୀ ସରକାରଙ୍କ ଶପଥଗ୍ରହଣ ସମାରୋହରେ ଭାରତ ତରଫ ରୁ ପ୍ରତିନିଧିତ୍ୱ କରିଛନ୍ତି।

ନୋବେଲ ପୁରସ୍କାର ବିଜେତା ମହମ୍ମଦ ଯ଼ୁନୁସ ଗତକାଲି ସନ୍ଧ୍ୟାରେ ବାଂଲାଦେଶର ମଧ୍ଯବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ଯ ପରାମର୍ଶଦାତା ଭାବେ ଶପଥ ଗ୍ରହଣ କରିଛନ୍ତି।

ବଙ୍ଗଭବନର ଦରବାର ହଲରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କୁ ପଦ ଓ ଗୋପନୀଯ଼ତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ଆମନ୍ତ୍ରିତ ହୋଇଥିବା ବିଦେଶୀ କୂଟନୀତିଜ୍ଞ ଏବଂ ଅତିଥିମାନଙ୍କ ମଧ୍ଯରେ ଭାରତୀୟ ଉଚ୍ଚାଯ଼ୁକ୍ତ ଥିଲେ। ଗତ ଅଗଷ୍ଟ ୫ ତାରିଖରେ ସୁଶ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରେ ପ୍ରଫେସର ଯ଼ୁନୁସ୍ ମଧ୍ଯବର୍ତ୍ତୀକାଳୀନ ସରକାରର ଦାଯ଼ିତ୍ୱ ଗ୍ରହଣ କରିଛନ୍ତି।

ସରକାରର ଓ ଦେଶର ମୁଖ୍ୟଭାବରେ ଦାଇତ୍ୱ ନେବାପରେ ନୋବେଲ ବିଜେତାଙ୍କ ମୁହଁରୁ ହିନ୍ଦୁଙ୍କ ପ୍ରତି ହେଉଥିବା ଘୃନ୍ୟ, ଜଘନ୍ୟ ହିଂସାକୁ ନିରବ ସମର୍ଥନ ଦେବାର ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!