ରକ୍ତଦାନ ଶିବିର ଅନୁଷ୍ଠିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜି ଉଇକେୟାର ହର୍ବାଲାଇଫ ନ୍ୟୁଟିସନ କ୍ଲବ ପକ୍ଷରୁ ଝାଡୁଆଣୀ ଲାଇବେରୀ କକ୍ଷପରିସରରେ ତୃତୀୟ ଥର ପାଇଁ ରକ୍ତଦାନ ଦାନ ଶିବିର ଅନୁଷ୍ଠିତ ହୋଇଇଯାଇଛି l ମୁଖ୍ୟଅତିଥିଭାବେ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ, ସଂମାନନିୟ ଅତିଥି ରାଷ୍ଟ୍ରୀୟ ସ୍ୱୟମ ସେବା ସଙ୍ଘର ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତି, ଝାଡୁଆଣୀ ଲାଇବେରୀ ର ସମ୍ପାଦକ ଯୋଗେନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହି ରକ୍ତଦାନ ଶିବିର ରେ ସମୁଦାୟ ୧୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଉଇକେୟାର ହର୍ବାଲାଇଫ ନ୍ୟୁଟିସନ କ୍ଲବ ର ଓନର ଏବଂ ୱେଲସେନସ କୋଚି ଶଙ୍କର ଦେ ଏବଂ ତାଙ୍କର ସମସ୍ତ କ୍ଲବ ସଦସ୍ୟ ମାନେ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!