ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ): ବାର୍ଡ ଫ୍ଲୁ ସଂକ୍ରମଣ ନିମାପଡ଼ାରେ ୭ଜଣ କେନ୍ଦ୍ରୀୟ ଟିମ୍ ନିମାପଡ଼ାରେ ବାର୍ଡ ଫ୍ଲୁ ସ୍ଥିତି ସମୀକ୍ଷା କରୁଛନ୍ତି। ପଶୁ ସମ୍ପଦ ବିଭାଗର ଅଧ୍ୟକ୍ଷ ଉପସ୍ଥିତ ସୂଚନା ମୁତାବକ l ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍।
ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । କେତେ ପରିମାଣର କୁକୁଡ଼ା ସଂକ୍ରମିତ ହୋଇଛନ୍ତି ସେ ସବୁର ଅନୁଧ୍ୟାନ ହୋଇଛି