ଭାସିଆସିଛି ଅଜଣା କଣ୍ଟେନର

ପୁରୀ (ସମୀର ରଞ୍ଜନ ନାୟକ):ପୁରୀ ସମୁଦ୍ରରେ ଅଜଣା କଣ୍ଟେନର। ପୁରୀ ପେଣ୍ଠକଟା ନିକଟରେ ଭାସୁଛି କଣ୍ଟେନରକଣ୍ଟେନରେ ମହମବତୀ ଭର୍ତ୍ତି ଥିବା ସୂଚନା l କେଉଁଠୁ ଆସିଛି କଣ୍ଟେନର ସେ ସମ୍ପର୍କରେ ଜଣାପଡ଼ିନିରାତିରେ ଜୁଆର ମାଡ଼ରେ ଭାସି ଆସିଥିବା ସୂଚନା l ତେବେ ପୁରୀ ବେଳାଭୂମିରେ କଣ୍ଟେନର ମିଳିବା ଘଟଣା ରେ ପ୍ରତିକ୍ରିୟା ରଖିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁସମ୍ବେଦନଶୀଳ ପ୍ରସଙ୍ଗ ଥିବାରୁ କୋଷ୍ଟଗାର୍ଡ ସହ କଥା ହୋଇଛି’ପ୍ରୋଟକଲ୍ ଅନୁଯାୟୀ ଯାହାକିଛି ପଦକ୍ଷେପ ନିଆଯିବ

Leave a Reply

Your email address will not be published. Required fields are marked *

error: Content is protected !!