ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ଜଳସ୍ତର ବୃଦ୍ଧି

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ହିରାକୁଦ ନଦୀବନ୍ଧର ଜଳ ପତ୍ତନ ବୃଦ୍ଧି ଘଟିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅଧୀନ ଚିଖିଲି, ଅନ୍ତରାଡି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି, ବଡମାଲ ଆଦି ଗ୍ରାମର ଚାଷଜମି ଜଳମଗ୍ନ ହୋଇପଡିଛି।

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ହିରାକୁଦ ନଦୀବନ୍ଧର ଜଳ ପତ୍ତନ ବୃଦ୍ଧି ଘଟିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅଧୀନ ଚିଖିଲି, ଅନ୍ତରାଡି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି, ବଡମାଲ ଆଦି ଗ୍ରାମର ଚାଷଜମି ଜଳମଗ୍ନ ହୋଇପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!