କେନ୍ଦ୍ର ସରକାରଙ୍କ ଦ୍ୱାରା GPLF ମାନଙ୍କୁ ୨ ଦିନିଆ ଅନଲାଇନ ତାଲିମ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ , ଭାରତ ସରକାରଙ୍କ ଦ୍ୱାରା (MoRD , ଦିଲ୍ଲୀ ) ସମସ୍ତ GPLF ମାନଙ୍କୁ ୨ ଦିନିକିଆ ଅନଲାଇନ ତାଲିମ ପ୍ରଦାନ କରାଯାଇଅଛି ꘡ ଏଥିରେ GPLF ମାନେ କିପରି ରେଜିଷ୍ଟ୍ରେସନ କରିବେ, କିପରି ଇନକମ ଟ୍ୟାକ୍ସ ଓ GST Compliances କରିବେ ଏହା ଉପରେ ବିସ୍ତୃତ ତାଲିମ ଦିଆଯାଇଅଛି ꘡

ଏହି ତାଲିମ ୧୯ -୨୦ ସେପ୍ଟେମ୍ବର ୨୦୨୪ ଦୁଇଦିନ ଧରି ସମସ୍ତ Block ରେ ଅନୁଷ୍ଠିତ ହୋଇଥିଲା꘡ ଏଥିରେ ପ୍ରତ୍ୟେକ GPLF ର ଯୋଗ୍ୟ Office Bearer ଏବଂ ସମସ୍ତ MBK ମାନେ ଅଂଶଗ୍ରହଣ କରିଥିଲେ ꘡ପୁରୀ ଜିଲ୍ଲା ର ମୋଟ ୧୩ଟି ସ୍ଥାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ 606 ଜଣ GPLF Office Bearer ଓ ୨୧୮ ଜଣ MBK ଅଂଶଗ୍ରହଣ କରିଥିଲେ ꘡

Leave a Reply

Your email address will not be published. Required fields are marked *

error: Content is protected !!