ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ସହର ଓ ଖାସ କରି ସାଗର ବେଳା ଭୂମି କୁ ସନ୍ଦର ଓ ସ୍ୱ ର୍ଚ୍ଚତା ସୁନ୍ଦର ଭାବେ ଗଢି ବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟାୟ କରୁଥିବା ବେଳେ ପୁରୀ ସମୁଦ୍ର କୂଳ ପେଠକଣ୍ଟା ନୂଳିଆ ବସ୍ତି ସମୁଦ୍ର କୂଳରେ ଏହି ବସ୍ତି ରେ ବସବା କରୁଥିବା ଲୋକ ମାନେ କୁଢ଼ କୁଢ଼ ଅଳିଆ ଆର୍ଜନା କୁଥିବା ଦେଖିବା କୁ ମିଳୁଛି l ଏହି ବସ୍ତିରେ ବସବାସ କରୁଥିବା ଅଧୀକାଂସା ଲୋକଙ୍କ ପାଖରେ ପାଇଖେନା ନାହିଁ ସେ ମାନେ ସମୁଦ୍ର କୂଳ ରେ ମଳ ତ୍ୟାଗ କରୁଛନ୍ତି ଯାହା ଫଳ ପୁରୀ କୁ ଆସୁଥିବା ପର୍ଯ୍ୟଟନ ଏହାକୁ ନା ପସନ୍ଦ କରୁଛନ୍ତି l ବର୍ଷ ବର୍ଷ ଧରୀ ଏ ମାନେ ସମୁଦ୍ର କୂଳ ରେ ମଳ ତ୍ୟାଗ କରିଆସୁଛନ୍ତି l ଏ ସବୁ ଜିଲ୍ଲା ପ୍ରଶାସନ ଆଖି ଆଗରେ ଦେଖିବାକୁ ମିଳୁଥିଲେ ମଧ୍ୟ ଦେଖି ନଦେଖିଳା ଭଳି ଅଭିନୟ କରୁଛନ୍ତି l ନେତା ମନ୍ତ୍ରୀ ସେ ମାନେ ସବୁ ଜାଣି ଶୁଣି କେବଳ ସେ ମାନେ ନିଜ ଭୋଟ ବ୍ୟାଙ୍କ ଗଢିବାରେ ବ୍ୟସ୍ତ l କେଡେ ସୁନ୍ଦର ବେଳା ଭୂମି ଆଜି ଏହି ନୂଳିଆ ବସ୍ତି ପାଇଁଅଳିଆ ଆବର୍ଜନା ରେ ଭରପୁର l ପରିଳ ସୂର୍ଚ୍ଚତା ସଚେତନା ଏ ମାନଙ୍କ ପାଖରେ ଅପପହଛ l