ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଯୋଗ ଦେଲେ ମାନସ କୁମାର ମହାକୁଡ଼

କେନ୍ଦୁଝର(ଦଶରଥ ବାରିକ) : ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ମଙ୍ଗଳବାର ଦିନ ମାନସ କୁମାର ମହାକୁଡ଼ ଯୋଗ ଦେଇଛନ୍ତି ସେ ପୂର୍ବରୁ ଅନୁଗୋଳ ରାଉରକେଲାର ଚାନ୍ଦିପୋଷି ଥାନାରେ କାର୍ଯ୍ୟ କରୁଥିଲେ ପାଟଣା ଅଞ୍ଚଳରେ ଦୁର୍ଘଟଣା ଡକାୟତି ଚୋରି ହେଉଥିବା ବେଳେ ଆଇନ ଶୃଙ୍ଖଳାରେ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ପାଟଣା ଥାନା ର ନୂତନ ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପାଖରୁ ସୂଚନା ମିଳିଛି କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *

Powered by Joinchat