କଂସ ଅଭିନେତା ଙ୍କୁ ସମ୍ମାନିତ

ବରଗଡ଼ (ମୁକୁନ୍ଦ ଦାସ) : ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ସ୍ଥିତ ଗାନ୍ଧି ଛକ ନିକଟ କଲ୍ୟାଣ ମଣ୍ଡପ ରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ର ଶେଷ ପ୍ରସ୍ତୁତି ଥିବା ବେଲେ ମହାରାଜ କଂସ ଙ୍କ ଉତ୍ତର ଅଭିନୟ ପାଇଁ ଆଜି ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ଙ୍କ ହାତରୁ ସମ୍ମାନିତ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଡଃ ମୁକୁନ୍ଦ ଦାଶ ଉପସ୍ଥିତ ରେ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ, ପ୍ରକଶ ଥାଉକି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା କୁ ରାଜ୍ୟ ତଥା ବିଦେଶ ରେ ଲୋକ ଲୋଚନକୁ ଆଣିବା ପାଇଁ ଏକ ପ୍ରଚାର ଓ ପ୍ରସାର ନାମକ ଏକ ପୋର୍ଟାଲ ଖୋଲାଯିବ ଓ ଏହି ପୋଟାରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଓ ଫଟୋ ଦିଆଯିବ ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି,

Leave a Reply

Your email address will not be published. Required fields are marked *

error: Content is protected !!