ଗୋବେଲ ଓ ଅଲମ୍ପିଆଡ ତରଫରୁ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ (ମୁକୁନ୍ଦ ଦାସ): ଗୋବେଲ ଓ ଅଲମ୍ପିଆଡ ତରଫରୁ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର, ମେଡାଲ ପୁରସ୍କାର ପ୍ରଦାନ କରାଯାଇଥିଲା,ଏହା ଛାତ୍ର ଓ ଛାତ୍ରୀ ମାନଙ୍କ ଶିଯା ର ବିକାଶ ପାଇଁ ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ହିମାଂଶୁ ଶେଖର ମେହେର କହିଛନ୍ତି,ଏଥିରେ ୧୦୪ ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ, ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା, କାର୍ଯ୍ୟକ୍ରମ ରେ ଅପର ମିତା ପ୍ରଧାନ,ମିନତୀ ଶତପଥି, ରିଙ୍କି ଦାଶ,ଜୈତିମୟ ତ୍ରୀପାଠୀ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!