ଚନ୍ଦ୍ରଭାଗା ଥାନା ନିକଟରେ ମର୍ମାନ୍ତୁତ ସଡ଼କ ଦୁର୍ଘଟଣା

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଚନ୍ଦ୍ରଭାଗା ଥାନା ନିକଟରେ ସହକାରୀ ଏମ୍. ଭି. ଆଇ. ଅମିତ କୁମାର ରାଣା ଏବଂ ଏ. ଟି. ଏସ୍. ଆଇ. ସନ୍ତୋଷ ସେଠୀଙ୍କ ଉପସ୍ଥିତିର ଅଳ୍ପ ଦୂରରେ ଘଟିଯାଇଛିଏକ ସଡ଼କ ଦୁର୍ଘଟଣା। ସେ ସମ୍ପର୍କରେ ସୂଚନା ପାଇଅଧିକାରୀ ଦ୍ବୟ ଉକ୍ତ ସ୍ଥାନକୁ ଧାଇଁ ଯାଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଜଣେ ଯୁବକ ଏକ କାର କୁ ବେପରୁଆ ଢଙ୍ଗରେ ଏବଂ ଅତ୍ୟଧିକ ବେଗରେ ଏକ ଦୁଇ ଚକିଆ ଜାନ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେଣୁ କାଳବିଳମ୍ବ ନକରି ଆହତ ଙ୍କୁ ସେମାନେ ତାଙ୍କୁ ଏନ୍ଫୋର୍ସମେଣ୍ଟ ଗାଡ଼ିରେ ପୁରୀ ଡିଏଚ୍ଏଚ୍ କୁ ନେଇଥିଲେ। ସେ ବର୍ତ୍ତମାନ ଚିକିତ୍ସା ଅଧୀନରେ ଅଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!