ସୁବର୍ଣ୍ଣପୁର -ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯିବା ସହ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା l ଏହି ଅବସର ରେ ସହକାରୀ ଅଗ୍ନି ସମାଧି କାରୀ ଭୁବେନ୍ଦ୍ର ନାଥ ଦେ ଙ୍କ ନେତୃତ୍ୱ ରେ ଅଗ୍ନିଶମ ବିଭାଗ ର ମୁଖ୍ୟ ଅଗ୍ନି ଯୋଦ୍ଧା ନରସିଂହ ବର୍ଗେ ଓ ଉଜ୍ଜ୍ୱଳ ବେହେରା ଙ୍କ ତାତ୍ୱା ବଧlନ ରେ ଓ ସମସ୍ତ ଅଗ୍ନି ଯୋଦ୍ଧା ଙ୍କ ସହଯୋଗ ରେ ଏହି ସେବା ସପ୍ତାହ ପାଳନ କରାଯାଉଛି l ଏହି ଅବସର ରେ ସଦର ମହକୁମାର ପଲିଟେକନିକ୍ କଲେଜ ରେ ଆଜି ଏକ ସଚେତନତା ଡେମୋ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା ଓ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅଗ୍ନି ମୁକାବିଲା ପାଇଁ ସଚେତନ କରଯାଇଛି l