ଅବକାରୀ ଓ ପୋଲିସର ମିଳିତ ଚଢାଉ, ବ୍ଯାପକ ପରିମାଣର ଦେଶୀ ମଦ ଜବତ, ୫ ଗିରଫ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅବକାରୀ ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ବିଭିନ୍ନ ସ୍ଥାନରେ ବୁଗୁଡା ଓ ଭଞ୍ଜନଗର ଅବକାରୀ ବିଭାଗ ସହିତ ସ୍ଥାନୀୟ ପୋଲିସର ମିଳିତ ଚଢାଉରେ ବ୍ଯାପକ ପରିମାଣର ଦେଶୀମଦ ଜବତ ସାଙ୍ଗକୁ ୫ ଜଣଙ୍କୁ ଗିରଫ…

କଇରାଝୁଲି ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇରାଝୁଳିରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଅତିରିକ୍ତ…

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ବିଶ୍ୱ ପୁସ୍ତକ ଦିବସ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନ ୧୦-୦୦ ଘ. ସମୟରେ ବିଶ୍ବ ପୁସ୍ତକ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ ରଥ ସଭାପତିତ୍ୱରେ ଆୟୋଜିତ ସଭାରେ…

ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲା ଯୋଜନା ବୋର୍ଡ…

୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ

ତାଳଚେର(ଅଜିତ କୁମାର ଭୋଇ): ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ…

ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସଭା ଗୃହ ଠାରେ ଆଜି ଅଷୟ ତୃତୀୟା ଉପଲକ୍ଷେ ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଥିଲା l ସୋନପୁର ସିଡିପିଓ ସାଗରିକା ସ୍ଵାଇଁଙ୍କ…

ସୁବର୍ଣ୍ଣପୁର ଠାରେ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ତିନି ଠାକୁରଙ୍କ ନୂଆଁ ରଥ କାର୍ଯ୍ୟ ଆରମ୍ଭ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଜି ସୁବର୍ଣ୍ଣପୁର ରଥ ଖଳା ଠାରେ ଜଗନ୍ନାଥ ଙ୍କ ରଥକାଠ ଅନୁକୂଳ ହୋଇ ଯାଇଛି। ସୋନପୁର ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼.ସୌମ୍ୟରୂପା ରଥ ଙ୍କ ତତ୍ତ୍ଵାବଧାନରେ ରଥଖଳା ଠାରେ ରଥକାଠ…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଘରୁ ଗୋଡ କାଢ଼ିଥିଲେ । ହେଲେ ଅଧା ବାଟରୁ ନିଖୋଜ ହେଲେ । ନିଖୋଜ ଯୁବକ ଜଣକ ହେଉଛନ୍ତି ଚମ୍ପୁଆ ଏନଏସି ଅନ୍ତର୍ଗତ ୱାର୍ଡ ନଂ ଛଅ ଏଲଆଇସି…

ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।

ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଅଧିଷ୍ଟାତ୍ରି ଦେବୀ ମା ମଝିଘରିଆଣି ଡାକିଲେ ଶୁଣେ ଗୁହାରି। ମନରେ ଭକ୍ତି ଭାବ ରଖି ମନ୍ଦିରକୁ ଛୁଟି ଆସନ୍ତି ଆନ୍ଧ୍ର, ଛତିଶ ଗଡ଼ ଏବଂ ଓଡ଼ିଶାର କଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ। କିନ୍ତୁ, ମନ୍ଦିର…

ବିଜେପି ଏସସି ମୋର୍ଚ୍ଚା ସଭାପତି ହେଲେ ଗନ୍ଧମାର୍ଦ୍ଦନ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି। ଏହି କ୍ରମରେ ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ,ଘୁମୁସର ଅନୁସୂଚିତ ଜାତି (ଏସସି) ମୋର୍ଚାର ସଭାପତି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀର ଗନ୍ଧମାର୍ଦ୍ଦନ ସେଠୀଙ୍କୁ…

error: Content is protected !!