ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସ୍ଵଭାବ ସ୍ଵଚ୍ଛତା , ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା

ବରଗଡ (ମୁକୁନ୍ଦ ଦାସ ): ଜିଲ୍ଲା ଅମ୍ବାଭୋନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ”ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତମ ସ୍ବାସ୍ଥ୍ୟ ଗଠନ…

ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ବାଇଁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିକାଶ ରେ…

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ପଞ୍ଜିକରଣ

ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି…

ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ କ୍ଷମତାକୁ ଆସିଥିଲା ବିଜେପି – ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡ଼ି ଅଧ୍ଯକ୍ଷ ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଦାବି କରିଛନ୍ତି ଯେ ରାଜ୍ଯରେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାକୁ ଆସିଛି। ରାଜ୍ୟର ରାଜଧାନୀରେ ଆଞ୍ଚଳିକ ଦଳର…

ଷ୍ଟେଟ ଫରେଷ୍ଟ ସ୍ପୋର୍ଟସ୍ ମିଟ୍ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ

ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): :ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ…

ଷଢ଼େଇକଳା-ଖରାସୁଆଁକୁ ଓଡ଼ିଶା ସହ ମିଶ୍ରଣ ନେଇ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସ୍ପଷ୍ଟୋକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସ୍ପଷ୍ଟ କରିଛନ୍ତି ଯେ ଝାଡ଼ଖଣ୍ଡର ମୁଖ୍ୟତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢ଼େଇକଳା-ଖରାସୁଆଁକୁ ଓଡ଼ିଶା ସହିତ ମିଶ୍ରଣ କରିବା ବିଷୟରେ ସେ କେବେ କହି ନାହାଁନ୍ତି। ପଡ଼ୋଶୀ ରାଜ୍ଯର ଓଡ଼ିଆ ଭାଷାଭାଷୀ ଅଞ୍ଚଳର…

କଟକ ଦୁର୍ଗାପୂଜାରେ ଚଳିତ ବର୍ଷ ଅଧିକ ସୁନା, ରୂପାର ମେଢ଼

କଟକ:ତାରକଷିର ସହର କଟକରେ, ଦେବୀ ଦୁର୍ଗାଙ୍କୁ ସଜାଇବା ପାଇଁ ସୁନା ଏବଂ ରୂପା ମୂଲ୍ଯ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ନୁହେଁ | ଏହି ଦୁର୍ଗା ପୂଜା, ଚୌଧୁରୀ ବଜାର-ସହରର ସବୁଠାରୁ ପୁରୁଣା ପୂଜା କମିଟି ମଧ୍ୟରୁ ଗୋଟିଏ-ପ୍ରଜ୍ଞାପନ ମେଢ଼ରେ ଅଧିକ ସୁନା ଯୋଡ଼ୁଛି,…

ସେବା ପାଇଁ ମୁକୁନ୍ଦ, ରକ୍ତଦାନ ପାଇଁ ଶିବାନନ୍ଦ, କ୍ରୀଡା ପାଇଁ ସନ୍ତୋଷ ସମ୍ମାନିତ

ବରଗଡ : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ପ୍ରେରଣା ଖବର ଓ ପ୍ରେରଣା ପୋର୍ଟାଲ ର ୪ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହା ଆଡ଼ମ୍ବରରେ ସହିତ ପାଳନ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ର…

ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ସନ୍ତୁଳିତ ଖାଦ୍ୟ,ସଠିକ ଜୀବନଚର୍ଯ୍ୟା,ଯୋଗ, ବ୍ୟାୟାମ ଇତ୍ୟାଦି ଶରୀର କୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ…

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସକାଳୁ ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।ମୃତ ପ୍ରେମୀଯୁଗଳ ଭେଡେନ ବ୍ଲକ…

error: Content is protected !!
Powered by Joinchat