ଖଲ୍ଲିକୋଟ (ରିପୋର୍ଟ:- ଅଶ୍ଵିନୀ କୁମାର ମହାନ୍ତି): ଗତକାଲି ନିଉଜ -୭ ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ ନିମନ୍ତେ ସୁବର୍ଣ୍ଣପୁର ବିଡ଼ିଓ ଙ୍କ କାର୍ଯ୍ୟାଳୟ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ କେତେକ ପ୍ରଶ୍ନ…
Tag: Oriya Newspaper
ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ କାଳୀପୂଜା ମହୋତ୍ସବ ଅନୁଷ୍ଠିତ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ର ସୋମନାଥ ସାହୁଙ୍କ ତତ୍ୱାବଧାନ ରେ ୧୫ତମ ବାର୍ଷିକ କାଳୀପୂଜା ମହୋତ୍ସବ ପାଳନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l ଗତକାଲି ସନ୍ଧ୍ୟାରେ…
ଆସାମ ମୁଖ୍ୟମନ୍ତ୍ରୀଙ୍କ ‘କିଏ ହୁସେନ୍ ଏବଂ ସେ କେଉଁଠାରୁ ଆସିଛନ୍ତି’ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି
ରାଞ୍ଚି :ପୂର୍ବତନ ବିଧାୟକ ତଥା ହୁସେନାବାଦର ବି.ଏସ୍.ପି. ପ୍ରାର୍ଥୀ ଆସାମ ମୁଖ୍ଯମନ୍ତ୍ରୀ ତଥା ଝାଡ଼ଖଣ୍ଡ ସହ-ଦାଯ଼ିତ୍ୱରେ ଥିବା ହେମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମୁଖ୍ଯ ନ୍ୟାୟିକ ମାଜିଷ୍ଟ୍ରେଟ୍ ମେଦିନୀନଗରଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ହୁସେନାବାଦରୁ…
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଲେ ତିରୁପତି ମନ୍ଦିରର ମୁଖ୍ୟ କେବଳ ହିନ୍ଦୁ ଧର୍ମାବଲମ୍ବୀ ହେବା ଉଚିତ
Tirupati Temple Controversy: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଅଧ୍ଯକ୍ଷ ବି.ଆର୍. ନାଇଡୁ କହିଛନ୍ତି ଯେ ତିରୁପତି ମନ୍ଦିରରେ କାମ କରୁଥିବା ସମସ୍ତେ ହିନ୍ଦୁ ହେବା ଉଚିତ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଅନ୍ଯ…
ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ…
ଅଦିତି କଲେଜରେ ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ବିଦ୍ୟାଳୟ ଠାରେ ଅଧ୍ୟକ୍ଷା ଶ୍ରୀମତୀ ଲିଖିତା ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ନେଇ ନିଶା ମୁକ୍ତି…
“ବଟେଙ୍ଗେ ତୋ କଟେଙ୍ଗେ” ନାରା ନିର୍ବାଚନ ସମୀକରଣ ବଦଳାଇବକି ?
ଲକ୍ଷ୍ନୌ: “ବଟଙ୍ଗେ ତୋ କାଟଙ୍ଗେ”, ଏହି ସ୍ଲୋଗାନ ଏବେ ୟୁପି ଉପ-ନିର୍ବାଚନରେ ଖେଳାଯାଉଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ସ୍ଲୋଗାନ ହରିୟାଣା ନିର୍ବାଚନରେ ମଧ୍ୟ ଦଳ ପାଇଁ ଏକ ଆଶୀର୍ବାଦ ବୋଲି ପ୍ରମାଣିତ ହୋଇଥିଲା। ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ବ୍ରାଉନସୁଗାର ଜବତ, ଜଣେ ଗିରଫ
କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ):ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ…
