ଧର୍ମପରାୟଣ ବ୍ୟକ୍ତି ଅଭିନ ଚନ୍ଦ୍ର ଦାଶ ପରଲୋକ ଶୋକ ଛାୟା ଖେଳିଯାଇଛି।

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ଅଧିନ ଆରୁଆଁ ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ଅଭିନ ଚନ୍ଦ୍ର ଦାଶ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ବିଗତ କିଛି ମାସ ହେଲା…

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର

ପୁରୀ (ସମୀର ରଞ୍ଜନ ନାୟକ): ଶୀତ ପ୍ରଭାବରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ। ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ…

ସହଯୋଗୀଙ୍କ ମୃତ୍ୟୁରେ ମ୍ରିୟମାଣ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ କଲେ

କେନ୍ଦୁଝର(ସୀତାରାମ ଦୀକ୍ଷିତ ): କେନ୍ଦୁଝର :ବିଜେପି କେନ୍ଦୁଝର ନଗରମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ(ନିରୁ)ଙ୍କର ରବିବାର ବିଳମ୍ବିତ ରାତିରେ ହୃଦଘାତ କାରଣରୁ ଅକାଳ ବିୟୋଗ ଘଟିଛି। ନିରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ସେ ବସ୍‌ ଯୋଗେ କଟକ…

ବରଗଡ଼ ଟାଉନ ଥାନା ପୋଲିସ ୫ ଦେଶୀ ବନ୍ଧୁକ ବେପାରୀଙ୍କୁ ଗିରଫ କଲା

ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ସମସ୍ତିପୁର ଜିଲା ଦରିଆପୁର ଗ୍ରାମର ମୂଳ ବାସିନ୍ଦା ତଥା…

ତୋରା ରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଅଭିଯୋଗ

ବରଗଡ଼ (ମୁକୁନ୍ଦ ଦାସ) : ବରଗଡ଼ ସହର ଉପକଣ୍ଠ ରେ ଥିବା ତୋରା ପଂଚାୟତ ରେ ପାନୀୟ ଜଳ ସମସ୍ୟା କୁ ନେଇ ସୋମବାର ଜିଲ୍ଲାପାଳ ଅଫିସ କୁ ପହଂଚିଛନ୍ତି ଗ୍ରାମର ମହିଳା ମାନେ। ଦୀର୍ଘ ବର୍ଷେ ରୁ ଅଧିକ ହେଵ…

ଶିକ୍ଷକମାନଙ୍କ ତ୍ରିଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୨୧ ତାରିଖଠାରୁ ଆୟୋଜିତ ଶିକ୍ଷକମାନଙ୍କର ତ୍ରିଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏବିଇଓ ଅମିତା କୁମାରୀ…

ବେଠିଆବୋରଦା ସ୍କୁଲରେ ପୋଷାକ ବଣ୍ଟନ ମେଳା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ବେଠିଆବୋରଦା ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଗୁଡ଼ା ବ୍ଲକ୍ ଓ ଏନଏସି ପାଇଁ ପ୍ରତିନିଧି ମନୋନୀତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପୌରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗ ନିମନ୍ତେ ଦାୟିତ୍ଵ ବଣ୍ଟନ କରାଯିବା ସହ ବ୍ଲକ୍ ଓ ଏନଏସି ନିମନ୍ତେ ପ୍ରତିନିଧି ମନୋନୀତ କରାଯାଇଛି।ବୁଗୁଡ଼ା…

ପୋଷ୍ୟ ସନ୍ତାନ ସଚେତନତା ରଥ ଉଦଘାଟିତ।

ପୁରୀ (ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ସଚେତନତା ରଥକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ…

ନାବାଳକଙ୍କୁ ଆଗରେ ରଖି ମୁହଁ ଢାଙ୍କି ଆସିଥିଵା ଭିଡ ପୋଲିସ ଉପରେ ଆକ୍ରମଣ କରିଥିଲେ

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ସମ୍ଭଲର ଜାମା ମସଜିଦର ସର୍ଭେ ସମୟରେ ଘଟିଥିବା ହିଂସା ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା, ଯେଉଁମାନେ ନାବାଳକମାନଙ୍କୁ ଆଗକୁ ଠେଲି ଦେଇଥିଲେ। ଆକ୍ରମଣକାରୀଙ୍କ ମୁହଁକୁ ଢାଙ୍କି ଦିଆଯାଇଥିଲା। ଚାରିଟି ରାସ୍ତାରୁ ହଜାର ହଜାର ଲୋକ ଆସି…

error: Content is protected !!