ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ମଧ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀ ଯାଗାକୁ ଉଦ୍ଧାର କରାଯିବା ସହ ବେନିୟମ ଭାବେ ନିର୍ମାଣ କରା ଯାଇଥିବା ପାଚେରୀକୁ ହଟେଇ ଦିଆଯାଇଛି l ସୂଚନା…
Tag: epaper
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ
ଅନୁଗୋଳ(ଅଜିତ କୁମାର ଭୋଇ): ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ବାଲ୍ୟ ବିବାହ ନିରୋଧ ଦିବସ ଅନୁଗୁଳ ଜିଲ୍ଲା ର ୬୨ ଟି ଗ୍ରାମ ଓ ୧୪ ଟି ସ୍କୁଲ ରେ ସଚେତନତା ରାଲି ଓ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।…
ବାଲିପଦରରେ ମା’ ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ବସଷ୍ଟାଣ୍ଡ ଠାରେ ମା’ ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଯାଇଛି । ଏ ଅବସରରେ ପୁରୋହିତ ଜଗନ୍ନାଥ ଶତପଥୀ , ପ୍ରଦୀପ ଖାଡ଼ଙ୍ଗା,…
ପଞ୍ଚାୟତସ୍ତରୀୟ ଲୋକମହୋତ୍ସବ ପରବ ପାଳିତ
କୋରାପୁଟ/ଲମତାପୁଟ (ଶିବ ବିଶୋଇ):କୋରାପୁଟ ଜିଲ୍ଲା ଲମତାପୁଟ ପୁଟ ବ୍ଲକ ଅନ୍ତର୍ଗତ ଚିକେନ ପୁଟ ଗ୍ରାମର ପଂଚାୟତ ବାରଙ୍ଗା ବାଡ଼ି ଖେଳ ପଡିଆ ଠାରେ ପଂଚାୟତ ସ୍ତରୀୟ ପରବ ପାଳନ କରାଗଲା। ଏହି ପରବ ପାଳନ ଅବସରେ ମୁଖ୍ୟ ଅତିଥି ଭାବେରେ ଲମତା…
ଆଦିବାସୀ ଭାରତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ ):ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସମ୍ବିଧାନ ଦିବସ ଅବସରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବୁଗୁଡ଼ା ସହର ପରିକ୍ରମା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ଜରିଆରେ ୭ ଦଫା…
ବ୍ରିଜ ତଳକୁ ଖସିଲା ବସ, ୧୪ଯାତ୍ରୀ ଆହତ,ଗୁରୁତର ୫ଜଣ ଯାତ୍ରୀଙ୍କୁ ବୁର୍ଲା ସ୍ଥାନାନ୍ତରିତ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଠାରେ ଆଜି ଭୋର ସକାଳେ ଏକ ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ବେଳେ ହଠାତ ବ୍ରିଜ ତଳକୁ ଖସି ପଡିଥିଲା ଫଳରେ ବସରେ ଥିବା ପ୍ରାୟ ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୪ଜଣ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୮ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡା ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ ,ଶିଶୁ ,ବାଲ୍…
ସୁବର୍ଣ୍ଣପୁର ଠାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର( ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଡିସେମ୍ବର ମାସ ୯ ତାରିଖରୁ ମଣ୍ଡି…
ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି।ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି…
ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଅନୁଗୋଳ/ବଅଁରପାଳ (ଅଜିତ କୁମାର ଭୋଇ) : ନାଲକୋ କାରଖାନାର ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ନେଇ ଆଜି (ଇଡି) ଆଡ୍ମିଷ୍ଟେସନ ଅଫିସ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ରାଲି ପ୍ରଦର୍ଶନ…
