କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ଶାହାଜାଦୁମ୍ମା ସୈଫି ନାମକ ବ୍ୟକ୍ତିଙ୍କ ଆକ୍ରମଣ ଉଦ୍ୟମ

ପାଟନା : ଶାହଜାଦୁମ୍ମା ମୂଳତଃ ବେଗୁସରାଇର ଲଖମିନୀଆର ବାସିନ୍ଦା। ସେ ଜଣେ ଆମ୍ ଆଦମୀ ପାର୍ଟି କର୍ମୀ ଯିଏ ବର୍ତ୍ତମାନ ଲଖମିନିଆର ୱାର୍ଡ କାଉନସିଲର ମଧ୍ୟ ଅଛନ୍ତି। ବିହାରର ବେଗୁସରାଇ ଜିଲ୍ଲାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ ଉଦ୍ୟମ…

ନିର୍ବାଚନ ପୂର୍ବରୁ JDU କୁ ଶକ୍ତ ଧକ୍କା, ନିଜ ପଦରୁ ଇସ୍ତଫା ଦେଲେ କେ.ସି ତ୍ୟାଗୀ

ପାଟନା : କେ.ସି. ତ୍ୟାଗୀ ଜେଡିୟୁ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂତନ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି। ସୂଚନା ଅନୁଯାୟୀ, କେ. ସି. ତ୍ୟାଗୀଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ତାଙ୍କ ବିବୃତ୍ତି ହେତୁ ଇସ୍ତଫା ଦେବାକୁ ପଡ଼ିଛି…

ଚାଣକ୍ୟଙ୍କ ସହ ବିଶ୍ୱାସଘାତ କରିବାର ପରିଣାମ,ଏଲଜେପି ଭାଙ୍ଗିବା ପ୍ରାୟ ନିଶ୍ଚିତ

ନୂଆଦିଲ୍ଲୀ:ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ର ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନ ଗତ କିଛି ଦିନ ଧରି ବିଦ୍ରୋହୀ ସ୍ୱର ଗ୍ରହଣ କରୁଛନ୍ତି। ସେ କ୍ରମାଗତ ଭାବେ ଏପରି ମନ୍ତବ୍ୟ ଦେଉଛନ୍ତି, ଯାହା ନରେନ୍ଦ୍ର ମୋଦୀ ସରକାରଙ୍କୁ ଅସୁବିଧାରେ…

ବାଣପୁର ଅଞ୍ଚଳରେ ଠକେଇ ଶହେରୁ ଉର୍ଦ୍ଧ ମହିଳା ଥାନା ଦ୍ୱାରସ୍ଥ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ସରକରି ଲୋନ କରାଇଦେବା କହି ମହିଳାଙ୍କଟଙ୍କା ଆତ୍ମାସାତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ବେଲଡିହ…

ସୁବର୍ଣ୍ଣପୁର ପୈାରପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ପୈାରପରିଷଦ ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୋର ସମୟରେ ରାମଧୁନ ପରିବେଷଣ ହେବା ସହ ସହରରେ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା।ଏଥିସହିତ…

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) ::ଭିଜିଲାନ୍ସ ଜାଲ ରେ ଜଣେ ବ୍ଲକ ଶିକ୍ଷାଅଧି କାରୀ ପଡ଼ିଥିବା ସୂଚନା ମିଳିଛି ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି…

ଚକିଟି ଦେଶୀ ମଦ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ( ରିପୋର୍ଟ- ସମୀର ରଞ୍ଜନ ନାୟକ ) : ଚିକଟି ବିଷାକ୍ତ ଦେଶୀ ମନ୍ଦ ମୃତ୍ୟୁ ଘଟଣା ରେ ଆଉ ଜଣେ ମୃତ୍ୟୁ ବରଣ କରି ଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ ଗଞ୍ଜାମ ଜିଲ୍ଲା ର ଚିକିଟି…

ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ…

ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୂବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ପହଡି ସମୟ ରେ ବଡ଼ଠାକୁର ପଡ଼ିଯିବା ଘଟଣା ର ପ୍ରତିକାର ପାଇଁ ରାଜ୍ୟ ସରକାର ପୂଜା କରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି…

କେନ୍ଦ୍ରକୁ ଚିଠି ଲେଖି ଫସିଯାଇଛନ୍ତି ଦିଦି, ଚିଠିରୁ ବଡ ତ୍ରୁଟି ବାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିର ଜବାବ ଦେଇ କହିଛନ୍ତି ଯେ ତାଙ୍କ ଚିଠିରେ ଥିବା ସୂଚନା “ବାସ୍ତବରେ…

error: Content is protected !!