ନୂଆଦିଲ୍ଲୀ : ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟା ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ରତନ ଟାଟା ଗତ କିଛି ଦିନ ଧରି ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ଖରାପ ହେବା ପରେ…
Tag: Oriya Newspaper
ପୁରୀରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ…
ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ…
ରାଜକିଶୋର ମହିଳା ସଫ୍ଟବଲ କୋଚଭାବେ ମନୋନୀତ।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ତାଇୱାନର ତାଇଚୁଙ୍ଗ ତାପେଇ ଠାରେ ଏସିଆନ ୟୁନିଭରସିଟି ମହିଳା ସଫ୍ଟବଲ ଏସିଆ କପ ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତା ଅକ୍ଟୋବର ୧୫ ତାରିଖ ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।ଭାରତୀୟ…
ଭାରତ ମୁଇଜୁଙ୍କ ପକେଟ ଭରିଦେଲା,ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ୫ଟି ରାଜିନାମା ସ୍ୱାକ୍ଷରିତ
ନୂଆଦିଲ୍ଲୀ : ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଆସିଛନ୍ତି। ଏହି ସମୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ହାଇଦ୍ରାବାଦ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ…
ପ୍ରତିଷ୍ଠାତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼ : ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଆସନ୍ତା ନଭେମ୍ବର ୫ ତାରିଖ ୧୯ ବର୍ଷ ହେବ ଏ ନେଇ ବରଗଡ଼ ସ୍ଥିତ ହଟେଲ ଗଣପତି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ…
ସୁରଭି ମାଧ୍ୟମରେ ପ୍ରତିଭା ଅନ୍ଵେଷଣ ଶିଶୁ ମହୋତ୍ସବ ସୁରଭି -୨୦୨୪
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୁକ୍ତା ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୪ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗୋଷ୍ଠୀ…
ପୁରୀ ଜିଲ୍ଲା କବାଡିରେ ଚମ୍ପିୟାନ
ପୁରୀ (ସମୀର ରଞ୍ଜନ ନାୟକ ): ସୁନ୍ଦରଗଡ ଠାରେ ୧୭ ବର୍ଷ ରୁ କମ୍ ବାଳକ ବର୍ଗର କବାଡି ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ ହୋଇଛି।ବଲାଙ୍ଗୀର ଜିଲ୍ଲା ସହ ଖେଳ ଆରମ୍ଭ କରିଥିବା ପୁରୀ ବାଳକ କବାଡି ଦଳ ସେମିଫାଇନାଲରେ ଢେ଼ଙ୍କାନାଳ…
ଜାମ୍ମୁ କାଶ୍ମୀରରେ ଇଣ୍ଡି ମେଣ୍ଟ ସରକାର ଗଢିବ, ଫାରୁକ କହିଲେ ଉମର ହିଁ ହେବେ ପରବର୍ତୀ CM
ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ, ଏନସି + ( ଇଣ୍ଡି ମେଣ୍ଟ ) ଦଶ ବର୍ଷ ପରେ ଅନୁଷ୍ଠିତ ନିର୍ବାଚନରେ ୪୯ ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ମାର୍କ ଅତିକ୍ରମ କରିଛି। ନ୍ୟାସନାଲ କନଫରେନ୍ସ ଅଧ୍ଯକ୍ଷ ଫାରୁକ୍ ଅବଦୁଲ୍ଲା…
ସତ୍ୟବାଦୀ ଜୁନିୟର କଲେଜରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ପାଳିତ
ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ରେଡ୍ କ୍ରସ୍ ର ପ୍ରବେଶ ଉତ୍ସବ ଆୟୋଯିତ ହେଇଯାଇଛି । ଜିଲ୍ଲା ରେଡକ୍ରସ କାର୍ଯ୍ୟକାରୀ କମିଟିର ସଭ୍ୟ ତଥା ଅଧ୍ୟକ୍ଷ ଶ୍ରୀକାନ୍ତ…
