ପୁରୀ :ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା। ସେ କହିଛନ୍ତି, ‘ଦିନ ୧ଟା ପରେ…
Tag: epaper
ବାଚସ୍ପତିଙ୍କ ଝିଅଙ୍କ ଉପରେ ମିଥ୍ୟା ତଥ୍ୟ ପୋଷ୍ଟ ପାଇଁ ଧ୍ରୁବ ରାଠୀଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ :ମହାରାଷ୍ଟ୍ର ନୋଡାଲ ସାଇବର ପୋଲିସ ବୁଧବାର ଦିନ ଧ୍ରୁବ ରାଠୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ବାସ୍ତବରେ, ରାଠୀଙ୍କ ବିରୋଧରେ ମାନହାନି, ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ଯରେ ଉଦ୍ଦେଶ୍ଯମୂଳକ ଅପମାନ, ଏବଂ ଗଣ୍ଡଗୋଳ ସୃଷ୍ଟି କରୁଥିବା ବିବୃତ୍ତି ତଥା ଆଇ.ଟି.…
ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ରବିବାର ସଂଧ୍ୟା ୫ ଯାଏଁ ଆଡ଼ପ ଦର୍ଶନ
ପୁରୀ :ଆସନ୍ତା ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏହାର ପୂର୍ବ ପ୍ରସ୍ତୁତି ପାଇଁ ଆସନ୍ତା ୧୪ ତାରିଖ ରବିବାର ସନ୍ଧ୍ୟା ୫ଟାରୁ ଆଡ଼ପମଣ୍ଡପରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏଣୁ ଧାର୍ଯ୍ୟ ସମୟ ମଧ୍ୟରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ନବମୀ ଦର୍ଶନ…
ନୀତି ବିଳମ୍ୱ ହେତୁ ଦୁଇଦିନ ହେଲାଣି ଭକ୍ତମାନେ ମହା ପ୍ରସାଦ ପାଇବାରୁ ବଞ୍ଚିତ
ପୁରୀ: ନୀତିରେ ଅହେତୁକ ବିଳମ୍ବ କାରଣରୁ ଦୁଇଦିନ ହେଲାଣି ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ନୀତି ବିଳମ୍ବ କାରଣରୁ ଗତକାଲି ପ୍ରାୟ ୩୦ହଜାର ଲୋକଙ୍କ ମହାପ୍ରସାଦ ଫିଙ୍ଗାଯାଇଛି। ଯାହାର ମୂଲ୍ୟ ୮ରୁ ୧୦ଲକ୍ଷ ଟଙ୍କା ହେବ। ଏହାକୁ ନେଇ…
“ଆମ ହାତରେ ଆମ ସମସ୍ୟାର ସମାଧାନ” ଶରଧାବାଲି ରେ “ଆଟା”ର ସଚେତନତା ଶିବିର
ପୁରୀ : ସରକାରୀ ଚିକିତ୍ସା ଉପଲବ୍ଧ ତଥା ସେବା କେନ୍ଦ୍ରର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ “X” ଠିକଣା ଦିଆଯାଇଛି। ପ୍ରତ୍ୟେକ ଡାକ୍ତରଖାନା “X” ମାଧ୍ୟମରେ ଆସୁଥିବା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସରକାରଙ୍କ…
ମହାବାହୁଙ୍କ ବିନା କଳମ ଶାଗରେ କଟୁଛି ମା ଲଷ୍ମୀଙ୍କ ଦିନ
ପୁରୀ :ବଳିୟାରଭୁଜ ଏବେ ଆଡ଼ପମଣ୍ଡପରେ । ଗୁଣ୍ଡିଚା ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି। ବୁଧବାର ବାହାରିଛି ଆଡ଼ପ ଅବଢ଼ା । ଷାଠିଏ ପଉଠି ଭୋଗ ଖାଇଲେ ମହାବାହୁ । ସାରା ସଂସାର ଚଳାଉଥିବା କାଳିଆ ରାଜା ନିଜ କର୍ତବ୍ୟ ,…
ଶରଧାବାଲି ରେ ଭଜନ ସଂଧ୍ୟା
ପୁରୀ:ରଥଯାତ୍ରାର ଷଷ୍ଠ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ ମଞ୍ଚ ରେ ପାରମ୍ପରିକ ଲୋକ ନୃତ୍ୟ ଓ ଭଜନ ପରିବେଷଣ ଜାରି ରହିଛି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରା ଅବସରରେ ପୁରୀ ର ବିଭିନ୍ନ ସ୍ଥାନରେ ୧୩ ଗୋଟି ଅସ୍ଥାୟୀ…
ହେରା ପଞ୍ଚମୀ ଅବସରରେ ଭଜନ ପରିବେଷଣ
ପୁରୀ:ହେରା ପଞ୍ଚମୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚ ଠାରେ ଭଜନ ପରିବେଷଣ କରାଯାଇଥିଲା।ଝାରସୁଗୁଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୀର ସୁରେନ୍ଦ୍ର ସାଏ କ୍ଲବ ପକ୍ଷରୁ ସୁରଙ୍ଗ ପ୍ରଧାନ ଙ୍କ ନେତୃତ୍ୱରେ ଭଜନ…
ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଛି |
ପୁରୀ :ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୪ ପାଳନ କରାଯାଇଛି | କମଳାଦେବୀ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ କର୍ମଶାଳା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲେକ୍ଷ ଜାତୀୟ ସ୍ୱାସ୍ଥ୍ୟ…
ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା଼ ଯାତ୍ରାର ପ୍ରସ୍ତୁତି
ପୁରୀ :ଆରମ୍ଭ ହୋଇଛି ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି l କାଳିଆ ଶାନ୍ତ ଜନ୍ମ ବେଦୀ ରୁ ରତ୍ନ ବେଦୀ କୁ ଫେରିଵେ, ପାଖେଆସୁଛି ବାହୁଡ଼ା ଯାତ୍ରା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼…
