ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବିଜେପିର ଘୁମୁସର- ଭଞ୍ଜନଗର ଜିଲ୍ଲା ସମ୍ପାଦକ ହେଲେ ବୁଗୁଡ଼ାର ରାଧାମଧବ ପରିଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି । ଏହା ଘୋଷଣା ପରେ…
Tag: Shree khetra news
ରୁଗୁଡ଼ି ଥାନାର ନୂଆ ଥାନାଧିକାରୀ ଭାବେ ସମ୍ପଦ କୁମାର ମହାନ୍ତିଙ୍କ ଯୋଗଦାନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରୁଗୁଡ଼ି ଥାନାର ନୂତନ ଥାନାଧିକାରୀ ଭାବେ ଦକ୍ଷ ଓ କାର୍ଯ୍ୟକୁଶଳ ପୋଲିସ୍ ଅଧିକାରୀ ସମ୍ପଦ କୁମାର ମହାନ୍ତି ଆଜି ଆଧିକାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ସହିତ ରୁଗୁଡ଼ି…
ନୂଆବର୍ଷରେ ବୁଦ୍ଧଖୋଲ ଐତିହାସିକ ଶୈବପୀଠରେ ପର୍ଯ୍ୟଟକଙ୍କ ଭିଡ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଇଂରାଜୀ ନବ ବର୍ଷର ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ…
ଲୋକଙ୍କୁ ତିନି ଘଣ୍ଟା ମାଗଣା କଫି ବାଣ୍ଟିଲେ ବିଡିଓ ଚା ଦୋକାନୀ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ବସଷ୍ଟାଣ୍ଡଠାରେ ଥିବା ବିଡିଓ ଚା ଦୋକାନୀ ବିଜୟ କୁମାର ନାଏକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକମାନଙ୍କୁ (ସର୍ବସାଧାରଣଙ୍କୁ) ମାଗଣା ତିନି ଘଣ୍ଟା ୮ ଘଟିକା ଠାରୁ ୧୧ଘଟିକା ଯାଏଁ କଫି ପ୍ରଦାନ…
ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ
କଟକ(ଆକାଶ କୁମାର ସ୍ୱାଇଁ): ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ କଟକ ବାଦାମବାଡ଼ି ମୂଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ…
ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରାଙ୍ଗଣରେ ମାଇଁ ଭାରତ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ ବିକାଶିତ କରିବା ଲକ୍ଷ୍ୟରେ…
ଅଧରାତ୍ରି ରେ ଜନସେବା କେନ୍ଦ୍ରରେ ଚୋରି।
କେନ୍ଦୁଝର/ଯୋଡ଼ା (ପ୍ରଦୀପ କୁମାର ମହନ୍ତ) : ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଥାନା ପାଖରେ ଅବସ୍ଥିତ ଏକ ଜନସେବା କେନ୍ଦ୍ରରେ ଗତ ରାତିରେ ଚୋରି ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦୁବୃର୍ତ୍ତ ବିଗତ ରାତ୍ରୀ ସମୟରେ ଜନସେବା…
ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ବୁଗୁଡା ପିପୁଲସ କଲେଜର ଦୁଇ ଏନସିସି କ୍ୟାଡେଟ୍
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଆସନ୍ତା ୨୦୨୬ ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ବୁଗୁଡା ପିପୁଲସ କଲେଜର ଦୁଇଜଣ…
