ରାତିରେ ସ୍କୁଟି ପୋଡିଦେଲେ ଅଜଣା ଦୁର୍ବୃତ୍ତ

ବୁଗୁଡା (ସୋରେନ କୁମାର ପ୍ରଧାନ ): ବୁଗୁଡା ଏନ୍ଏସି ଅନ୍ତର୍ଗତ ବଡଦାଣ୍ଡ ସାହି ନିବାସୀ ସାଗର ପଣ୍ଡାଙ୍କ ସ୍କୁଟିକୁ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ଜଣାଯାଇଛି। ପ୍ରକାଶ ଯେ , ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ସାଗରଙ୍କ ସ୍କୁଟି ଘର…

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

ଦ୍ଵିତୀୟ ସୁବର୍ଣ୍ଣ ସମ୍ବଲ ଦେଉଳଝରୀ ମହୋତ୍ସବ-୨୦୨୪ ଉଦଯାପିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପିଠ ଠାରେ ସୁବର୍ଣ୍ଣ ସମ୍ବଲ ମହୋତ୍ସବ ଅବସରରେ ରୁମକୁଝୁମନା ତରଫରୁ ପ୍ରବଚନ ଓ ଭଜନ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ…

ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଘରୋଇ ବସ ମାଲିକ ସଂଘ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ…

ପ୍ରତ୍ୟେକ ପଞ୍ଚାୟତରେ ଆଦର୍ଶ ଗୋଶାଳା ପ୍ରତିଷ୍ଠା ହେବା ଆବଶ୍ୟକ

ପୁରୀ (ସମୀର ରଞ୍ଜନ ନାୟକ ):ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ପଞ୍ଚମ ଦିବସରେ ସୁରଭି ସତସଙ୍ଗରେ ଯୋଗଦେଇ ସ୍ଵାମୀ ସମର୍ପଣାନନ୍ଦ ଗିରି ନିଜ ଅଭିଭାଷଣରେ କହିଲେ ଯେ ଗୋମାତାଙ୍କ ନିକଟରୁ ଆମେ ଆୟୁଷ, ପୀୟୂଷ ଓ ଆରୋଗ୍ୟ ପାଇଛୁ।ପୂଜ୍ୟ ଅଖଣ୍ଡାନନ୍ଦ…

ପୁରୀରେ ନାଗ ଚତୁର୍ଥୀରେ ଉଇ ହୁଙ୍କାରେ ପୂଜା କରିଲେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ

ପୁରୀ (ସମୀର ରଞ୍ଜନ ନାୟକ) :କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା…

ଗୋପାଷ୍ଟାମୀ ଅବସରରେ ହିନ୍ଦୁଜାଗରଣ ଶୋଭାଯାତ୍ରା ଆୟୋଜିତ

ମୟୁରଭଞ୍ଜ : କରଞ୍ଜିଆ ସହରର ୱାର୍ଡ ନମ୍ବର ୧୫ ଠାରେ ଥିବା ଗୋଧାମ ଗୋଶାଳା ଠାରେ ଆସନ୍ତା ୮ ରୁ ୧o ତାରିଖ ପର୍ଯ୍ୟନ୍ତ ଗୋପାଷ୍ଟମୀ ଅବସରରେ ତିନିଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର ଅବ୍ୟାହତି ପୂର୍ବରୁ ଏକ ହିନ୍ଦୁଜାଗରଣ ସଭାଯାତ୍ରା…

ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ.

ଗଞ୍ଜାମ/ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ପୋଲିସ ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ। ଆଜି ଖଲ୍ଲିକୋଟ ପୋଲିସ ର ଏକ ସ୍ପେସିଆଲ ଟିମ ପ୍ରଦୀପ କୁ କେଶପୁର ଅଂଚଳ ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପ୍ରଦୀପ…

ଟ୍ରମ୍ପଙ୍କ ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

US President election 2024 :ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏକ ପୋଷ୍ଟରେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏକ୍ସରେ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ…

ୱାକଫ ବୋର୍ଡ ସହିତ ଜାମା ମସଜିଦର ସର୍ଭେ କର, ଏ.ଏସ୍.ଆଇ.ଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଐତିହାସିକ ଜାମା ମସଜିଦକୁ ଏକ ସଂରକ୍ଷିତ ସ୍ମାରକୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ଆଖପାଖ ଅଞ୍ଚଳର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମା ମସଜିଦର ସଂରକ୍ଷଣ ଏବଂ ଏହାର ଚାରିପାଖରେ ଥିବା ଜବରଦଖଲ…

error: Content is protected !!