ଭୁବନେଶ୍ୱର :ଓଡ଼ିଶାର ୟୁନିଫର୍ମଯୁକ୍ତ ସେବାରେ ଅଗ୍ନିବୀର ମାନଙ୍କ ପାଇଁ ସଂରକ୍ଷଣ ରହିବ ଏବଂ ସେମାନଙ୍କୁ ପାଞ୍ଚ ବର୍ଷ ବୟସ ରିହାତି ମଧ୍ଯ ଦିଆଯିବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିବୀରମାନଙ୍କ ପାଇଁ ଏହି ସଂରକ୍ଷଣ ଘୋଷଣା କରିଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ…
Author: Shree khetra News
ସରକାରୀ ବିଦ୍ୟାଳୟରୁ ଜାତି/ସମ୍ପ୍ରଦାୟର ନାମ ହଟାଇବାକୁ କହିଲେ ମାଡ୍ରାସ ହାଇକୋର୍ଟ
ଚେନ୍ନଇ: ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ତାମିଲନାଡ଼ୁ ସରକାରଙ୍କ ମୁଖ୍ଯ ସଚିବଙ୍କୁ ରାଜ୍ଯର ସରକାରୀ ବିଡ୍ୟାଳୟର ନାମରୁ ସମ୍ପ୍ରଦାୟ/ଜାତି ନାମ ହଟାଇବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଜଷ୍ଟିସ୍ ଏସ୍.ଏମ୍.ସୁବ୍ରମଣ୍ଯମ୍ ଏବଂ ସି. କୁମାରପ୍ପନ୍ଙ୍କୁ ନେଇ ଗଠିତ ଏକ…
ସାମ୍ବାଦିକଙ୍କ ଜେଜେ ମା’ଙ୍କ ପରଲୋକ
ପୁରୀ : ପୁରୀ ଜିଲ୍ଲା ପ୍ରତିନିଧି ସମୀର ରଞ୍ଜନ ନାୟକଙ୍କ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାସଭଵନରେ ତାଙ୍କ ଜେଜେ ମା ଦୁଃଖୀ ନାୟକ (୯୯) ଗତ ଗୁରୁବାର ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା…
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ
ନୂଆଦିଲ୍ଲୀ : ନୀତି ଆୟୋଗର ୯ମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ବସିଛି । ନୀତି ଆୟୋଗର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅଧ୍ୟକ୍ଷତା କରୁଛନ୍ତି । ଏଥିରେ…
ଓଡ଼ିଶା ପାଇଁ ଦ୍ୱିଗୁଣିତ ନିରାଶାଜନକ ବଜେଟ୍-ନବୀନ ପଟ୍ଟନାୟକ
ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ବିଜେଡ଼ି ଅଧ୍ଯକ୍ଷ ନବୀନ ପଟ୍ଟନାଯ଼କ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ରାଜ୍ଯ ପାଇଁ ଦ୍ୱିଗୁଣିତ ନିରାଶା ଆଣିଥିବା ପ୍ରମାଣିତ ହୋଇଛି। ଗୁରୁବାର ଦିନ ବିଧାନସଭାରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ…
ନବୀନ ପଟ୍ଟନାୟକ ଆଳୁ ଅଭାବ ଦୂର କରିବା ପାଇଁ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି
ଭୁବନେଶ୍ୱର : ଓଡ଼ିଶାକୁ ଆଳୁ ଯୋଗାଣକୁ ସୁଗମ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦାବି କରି ଶୁକ୍ରବାର ଦିନ ବିଜୁ ଜନତା ଦଳ ମୁଖ୍ଯ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଗଣମାଧ୍ଯମ ରିପୋର୍ଟ…
ଏବେ ଜାତୀୟ ରାଜପଥରେ ଟୋଲଗେଟ ବାଧା ସାଜିବ ନାହିଁ, ଅଟୋମେଟିକ କଟିବ ଟୋଲ ଶୁଳ୍କ
ନୂଆଦିଲ୍ଲୀ :କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ବର୍ତ୍ତମାନର ଟୋଲ ଟିକସ ବ୍ଯ଼ବସ୍ଥାକୁ ଉଚ୍ଛେଦ କରିବା କଥା ଘୋଷଣା କରିଛନ୍ତି। ଗୁରୁବାର ଦିନ ସେ ଏହି ସୂଚନା ସେୟାର କରି କହିଛନ୍ତି ଯେ ବର୍ତ୍ତମାନଠାରୁ ଲୋକଙ୍କୁ ରାସ୍ତାରେ କିଛି ସ୍ଥାନରେ ଅଟକି…
ମହିଳା ଏସିଆ କପ୍ ଫାଇନାଲରେ ଭାରତ
ଡାମ୍ବୁଲା:ମହିଳା ଏସିଆ କପ୍ ରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି। ଲିଗ୍ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଏବେ ପ୍ରଥମ ସେମିଫାଇନାଲରେ ମଧ୍ଯ ଏକତରଫା ବିଜୟ ହାସଲ କରିଛି। ଡାମ୍ବୁଲାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ଯଚ ରେ…
ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର (ରିପୋର୍ଟ- ଚୈତନ୍ୟ ଭୁକ୍ତା): ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି…
ମେକ୍ସ ପିକଅପ ଭେନ ଧକ୍କାରେ ୩ଯୁବକ ମୃତ, ଜଣେ ଗୁରୁତର
ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସୋନପୁର ସମ୍ବଲପୁର ରାସ୍ତାର ମାଁ ମେଟାକାନି ମନ୍ଦିର ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମନ୍ଦିର ନିକଟ ଏକ ଚା ଦୋକାନରେ ସ୍ଥାନୀୟ ଅଂଚଳର କିଛି ଯୁବକ…
