ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ): ଜନ୍ମାଷ୍ଟମୀ ଅବ୍ୟହତି ପୂର୍ବରୁ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ କୃଷ୍ଣ ଙ୍କ ବେଶରେ ସଜେଇ ହୋଇ ବିଭିନ୍ନ ନୃତ୍ୟ ଓ ଅଭିନୟ କରିଥିଲେ ଭାରତୀୟ ସଂସ୍କୁତି ଓ ପରମ୍ପରା ବିଷୟରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ବିଦ୍ୟାର୍ଥୀ ଙ୍କୁ ଅବଗତ କରିବା ସହିତ ଏହା ସହିତ ଜଡିତ ରହିବାକୁ ପରାମର୍ଶ ଦେବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସ୍କୁଲ ର ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି ସ୍କୁଲ ର ଅଧକ୍ଷ ହିମାଂଶୁ ଘଡେଇ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ରିପୋର୍ଟର -ଜିତେନ୍ଦ୍ର ରାଜ, କରଞ୍ଜିଆ ମୟୁରଭଞ୍ଜ