ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମରେ ଆୟୋଜିତ ହେବାକୁ ଥିବା ୪୮ପ୍ରହର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ମଣ୍ଟୁ…
Author: Shree khetra News
ଭାମଶ୍ୟାଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଭାମଶ୍ୟାଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଜି. ନାଗେଶ୍ୱର ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ତହସିଲଦାର ଶ୍ରୀ ତାପସ ରାଉତ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା…
ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସ୍ୱେଚ୍ଛାସେବୀ କାର୍ଯକ୍ରମ ସାପୁଆ ଡ୍ୟାମରେ ସ୍ୱଚ୍ଛତା ଅଭିଯାନ
ଅନୁଗୋଳ/ମେରାମଣ୍ଡଳୀ (ଅଜିତ କୁମାର ଭୋଇ): ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସ୍ୱେଚ୍ଛାସେବୀମାନେ ହିନ୍ଦୋଳ ବ୍ଲକର ସାପୁଆ ଡ୍ୟାମରେ ଏକ ବୃହତ ସ୍ୱଚ୍ଛତା କାର୍ଯକ୍ରମ ଆୟୋଜନ କରିଥିଲେ। କାର୍ଯକ୍ରମ ମାଧ୍ୟମରେ ଏହି ପ୍ରସିଦ୍ଧ ପିକନିକ୍ ସ୍ଥଳୀକୁ ଏକ ପ୍ଲାଷ୍ଟିକ୍-ମୁକ୍ତ ଅଞ୍ଚଳରେ ପରିଣତ କରାଯାଇଥିଲା ।…
ବିଦ୍ୟାଦାତ୍ରୀ ମା ସରସ୍ବତୀ ପୂଜା
କୋରାପୁଟ/ବନ୍ଧୁଗାଁ (ମଣ୍ଡଳ ମିଣିଆକା): ପବିତ୍ର ବସନ୍ତ ପଞ୍ଚମୀ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କ ପୂଜା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ଆଗମନକୁ ନେଇ ସବୁଟିରେ ଉର୍ସାହ lଚଳଚଞ୍ଚଳ ଭିବିନ୍ନ ଶିକ୍ଷାନୁଷ୍ଠାନ ସଜେଇ ହୋଇଛି ସ୍କୁଲ କଲେଜ ପୁରଫଲ୍ଲୀ…
ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ…
କରଚୁଲି ଗୁଡିସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗୁଡିସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁ ପ୍ରଭା ଷଢଙ୍ଗୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ…
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ
ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଏନ୍ ଟି ପି ସି ଥାନା ଅଞ୍ଚଳର ଜଣେ ୧୩ ବର୍ଷ ନାବାଳିକାକୁ ୨୦୨୩ ମସିହାରେ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ପୋକସୋ ମାମଲାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ…
ଅନ୍ତର୍ଜାତୀୟ ସମାବେଶୀ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ
ଅନୁଗୋଳ (ଅଜିତ କୁମାର ଭୋଇ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ “ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୬” ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିଲେ ପ୍ରେସ ୟୁନୀୟନ୍।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ପ୍ରେସ ୟୁନିୟନ୍ ପକ୍ଷରୁ ଏକାଦଶ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମ ଠାରେ ପହଞ୍ଚି ଅନ୍ତେ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରେସ ୟୁନିୟନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଶୀର୍ବାଦ…
୨୧ତମ ପାତାଳୀ ମହୋତ୍ସବ ଉଦଘାଟିତ : ପାତାଳୀ ଶ୍ରୀକ୍ଷେତ୍ରର ବିକାଶ କରିବି : ଜିଲ୍ଲାପାଳ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ୨୧ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ନୃତ୍ୟ, ଗୀତ,ପାରାୟଣ, ପ୍ରବଚନ ,ଯଜ୍ଞ ଓ ନାମ ସଂକୀର୍ତ୍ତନ ର ମହାପାର୍ବଣ ହେଉଛି ପାତାଳୀ…
