ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଡବଲ୍ ଡେକର ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୫ଟି ଡବଲ ଡେକର, ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ର ଶୁଭାରମ୍ଭ। ଏଥିସହ ୨୫ଟି ଶ୍ରୀମନ୍ଦିର ପ୍ରଶାସନ ବସ୍ର ଶୁଭାରମ୍ଭ।ଏହି ବସ୍ ସର୍ବ ଭାରତରେ…
Author: Shree khetra News
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର କୋଣାର୍କ ଓ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । କୋଣାର୍କର ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟ୍ରେ ଜୟଶଙ୍କର ରାତ୍ରୀଯାପନ କରିବା ପରେ ଆଜି ପ୍ରଥମେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।ଏହାପରେ ଶ୍ରୀମନ୍ଦିର…
ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଏଚଏମପିଭି ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ…
ଭୁବନେଶ୍ୱର ବୀମାନ ବନ୍ଦରୁ ନିଶାଦ୍ରବ୍ୟ ଜବତ ଦୁଇ ମହିଳା ଗିରଫ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଭୁବନେଶ୍ୱର ବୀମାନ ବନ୍ଦରୁ ନିଶାଦ୍ରବ୍ୟ ଜବତ ହୋଇଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍…
ବିଜେପି ସାଙ୍ଗଠନିକ ନିର୍ବାଚନ,ମଣ୍ଡଳସଭାପତି ଭାବେ ଯୁବ ନେତୃତ୍ୱ ଙ୍କୁ ଦାୟିତ୍ୱ
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ): ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୁରଭଞ୍ଜ(ରାଇରଙ୍ଗପୁର)ସାଙ୍ଗଠନିକ ଜିଲ୍ଲା ର ମଣ୍ଡଳ ସଭାପତି ନିର୍ବାଚନ ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟ ରେ ୧୭ ଟି ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା କରାଯାଇଛିଚଳିତ ଥରର ସାଙ୍ଗଠନିକ ନିର୍ବାଚନ…
ପ୍ରେମିକା ପାଇଁ ପ୍ରେମିକର ବୈତରଣୀ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
କେନ୍ଦୁଝର(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ଜଣେ କଲେଜ ଛାତ୍ର ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।କଲେଜ ଛାତ୍ର ଜଣଙ୍କ ହେଲେ ପାଟଣା ଥାନା ରାରିଡିହା ପଞ୍ଚାୟତ ଅନ୍ତର୍ଗତ ଶିଆଳି ଯୋଡ଼ା ଗ୍ରାମର ଦୁଷ୍ମନ୍ତ କୁମାର ମାହାନ୍ତ…
ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲା ପ୍ରଶାସନ।
ପୁରୀ (ସମୀର ରଞ୍ଜନ ନାୟକ):ଓଡିଶା ଆୟୋଜନ କରୁଛି ୧୮ତମ ପ୍ରବାସୀ ଭାରତୀୟ ଦିବସ।ଭୁବନେଶ୍ୱର ଠାରେ ଏହା ଆରମ୍ଭ ହେବ ଚଳିତ ମାସ ୮ ର ୧୦ ତାରିଖ ପର୍ଯ୍ୟନ୍ତ।ତେବେ ମହାପ୍ରଭୁଙ୍କ ଦର୍ଶନ ସହ ଓ ପୁରୀ ଜିଲ୍ଲାର ଅପରୂପ ପର୍ଯ୍ୟଟନ ସ୍ଥଳ…
ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ
କେନ୍ଦୁଝର (ଶାନ୍ତନୁ କୁମାର କର୍ଣ୍ଣ) : ଚମ୍ପୁଆ ଉପଖଣ୍ଡରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା…
