ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି ।ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ…
Author: Shree khetra News
ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଓ ଏହାର ଇତିହାସ
ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସମସ୍ତ ପର୍ବ ମଧ୍ୟରେ ଚନ୍ଦଣାଯାତ୍ରା ର ସ୍ଥାନ ଅନନ୍ୟ।ପ୍ରଭୁପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବାପାଇଁ ଏହି ଯାତ୍ରା କରିଥାନ୍ତି।ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ପର୍ବ…
ଭାରତକୁ ନାଲିଆଖି ଦେଖାଇବା ମହଙ୍ଗା ପଡ଼ିଲାଣି ମାଳଦ୍ୱୀପକୁ
ମାଳଦ୍ୱୀପର କିଛି ମନ୍ତ୍ରୀ, ଅଧିକାରୀ ଓ ନିଜେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଇଣ୍ଡିଆ ଆଉଟ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଭାରତୀୟଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ବର୍ତମାନ ନିଜ ଦେଶର ପର୍ଯ୍ୟଟନ ନିମ୍ନଗାମୀ ହେଉଥିବାରୁ ମାଳଦ୍ୱୀପର ପର୍ଯ୍ୟଟନ…
ଅନଲାଇନ ବେଟିଂ ଖେଳର କରୁଣ ପରିଣତି
ଝାରସୁଗୁଡା :ଏକ ହୃଦୟ ବିଦାରକ ଘଟଣା କ୍ରମରେ କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି…
ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ…
ସଡ଼କ ଦୃଘଟଣା ରେ ମୋଟରସାଇକେଲ ଆରୋହୀ ମୃତ
ଭୁବନେଶ୍ୱର : ଏକ ସଡ଼କ ଦୃଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଞ୍ଚ ନମ୍ବର ଜାତୀୟ ରାଜପଥରେଏହି ସଡ଼କ ଦୃଘଟଣା ଘଟିଛି l ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…
ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲର ସଫଳତା
ପୁରୀ : ପୁରୀର ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ର, ଛାତ୍ରୀ ମାନେ ସ୍ଥାପିତ କରିଛନ୍ତି ସଫଳତାର ନୂଆ କୀର୍ତି ସ୍ତମ୍ଭ। କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସସି) ଦ୍ଵାରା ପରିଚାଳିତ ଆଇସିଏସଇ (ଦଶମ ଶ୍ରେଣୀ) ଓ ଆଇଏସସି…
ସନରାଇଜର୍ସ ହାଇଦ୍ରାବାଦର ଏକତରଫା ବିଜୟ
ହାଇଦ୍ରାବାଦ : ଚଳିତ ବର୍ଷର ଆଇପିଏଲ୍ ର 57 ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ…
ଭାରତୀୟଙ୍କ ରଙ୍ଗକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ ପିତ୍ରୋଡା
ପୂର୍ବ ଭଳି ପୁଣି ଥରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ତାଙ୍କ ବୟାନକୁ ନେଇ ଆଲୋଚନା ଓ ବିରୋଧ ତୀବ୍ର ହେବାରେ ଲାଗିଛି। ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ…
