କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ ) :ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚିଲିକାପଶି ଗ୍ରାମର ଗ୍ରାମ୍ୟ ଜଙ୍ଗଲ ଚିହ୍ନଟ ଦାବୀ କରାଯାଇଛି । ଏ ସମ୍ବନ୍ଧରେ ଗାଁ ଲୋକ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡାଙ୍କୁ ଭେଟି ଏକ ଦାବୀପତ୍ର ଦେଇଥିବା ଜଣାପଡିଛି ।…
Author: Shree khetra News
ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ ପାଳିତ, ବହୁ ପ୍ରତିଭାଧାରୀ ସମ୍ବର୍ଦ୍ଧିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ପକ୍ଷରୁ କଳାକାରମାନଙ୍କର ମହାମିଳନ ଏବଂ ସମ୍ମାନର ମହାପର୍ବ “ଗଞ୍ଜାମ କଳାକାର ଦିବସ” ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ସଙ୍ଗମ୍ କଲ୍ଯାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବିଷୁବ ସଙ୍କ୍ରାନ୍ତିରେ ଖ୍ଯାତିସମ୍ପନ୍ନ…
ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି ଜଗନ୍ନାଥ କ୍ଷେତ୍ରର ସଫଳତା
ତାଳଚେର (ଅଜିତ କୁମାର ଭୋଇ) : ସଦ୍ୟ ପ୍ରକାଶିତ ସି. ବି. ଏସ. ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡି. ଏ. ଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀ ମାନେ ଆଶାତୀତ ସଫଳତା ହାସଲ କରିଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ…
ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ ଅନୁଗୋଳ ବନ ବିଭାଗର ସଫଳ କମ୍ବିଂ ଅପରେସନ୍
ଅନୁଗୋଳ(ଅଜିତ କୁମାର ଭୋଇ): ଜିବେ ଦୟା କାର୍ଯ୍ୟକ୍ରମ ଅଧୀନରେ ସଫଳ କମ୍ବିଂ ଅପରେସନ୍:୧୪ ଏପ୍ରିଲ୍ ୨୦୨୬ରେ, ଶ୍ରୀ ନୀତିଶ କୁମାର, ବିଭାଗୀୟ ବନ ଅଧିକାରୀ (ଡିଏଫଓ)ଙ୍କ ତତ୍ତ୍ୱାବଧାନରେ ଅନୁଗୁଳ ବନ ବିଭାଗର ସମସ୍ତ ରେଞ୍ଜରେ ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ କମ୍ବିଂ ଅପରେସନ୍…
ନଳିନୀ ପଣ୍ଡା ପୁଣିଥରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଣାଶୁଣା ନାରୀନେତ୍ରୀ ନଳିନୀ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଲଗାତାର ଚତୁର୍ଥଥରପାଇଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରାଯାଇଛି।…
ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର
ଅନୁଗୁଳ(ଅଜିତ କୁମାର ଭୋଇ): ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର…
ଏନଡିଆରଏଫ୍ ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ଅନୁଗୁଳ/ତାଳଚେର (ଅଜିତ କୁମାର ଭୋଇ): ଅଗ୍ନିଶମ, ସିପିଆର୍, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାବହାରିକ ତାଲିମମେରାମଣ୍ଡଳୀ, ଏପ୍ରିଲ ୧୨, ୨୦୨୬: ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାମୁଦାୟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଣ୍ଡଳୀ, ଭୁବନେଶ୍ୱର ସ୍ଥିତ ଜାତୀୟ ବିପର୍ଯ୍ୟୟ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜଳାତଙ୍କ ରୋଗର ଆଶୁ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସେ ସମସ୍ତ ଜନ ସାଧାରଣ ସୁବିଧା ରେ…
ଚନ୍ଦ୍ରଶେଖରପୁର ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ କଥାମୃତ ଅନୁଷ୍ଠିତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ଓ ଚନ୍ଦ୍ରଶେଖର ମନ୍ଦିର କମିଟି ସଦସ୍ୟ ମୋହନ ଚରଣ ନାୟକ,ଦିବାକର ମହାନ୍ତ,କୈଳାଶ ଚନ୍ଦ୍ର ନାଏକ,ରବୀନ୍ଦ୍ର ପ୍ରଧାନ,ତ୍ରିନାଥ ମହାନ୍ତ,କାହ୍ନୁଚରଣ ମହାନ୍ତ,ବସନ୍ତ ନାୟକ,କରୁଣାକର ମୁଣ୍ଡା…
ଅନ୍ଧାରିଆ ସାହି ଛକରେ ବିପଦଜ୍ଜନକ ଭଙ୍ଗା କଭର ପ୍ଲେଟ, ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଓ୍ବାର୍ଡ ନଂ-୭ ଅନ୍ତର୍ଗତ ଅନ୍ଧାରିଆ ସାହି ଛକରେ ଏକ କଭର ପ୍ଲେଟ ଭାଙ୍ଗିଯାଇ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଥିବା ଦୃଶ୍ୟମାନ ହେଉଛି। ସାହିର ପ୍ରବେଶ ପଥର ମଧ୍ୟଭାଗରେ ଥିବା ସେହି ଭଙ୍ଗା କଭର…
