ବରଗଡ଼(ରିପୋର୍ଟ-ମୁକୁନ୍ଦ ଦାସ) : ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ବୁଧବାର ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଉଦ୍ୟମ କରିବା ଏକ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଜିଲାପାଳ ଗୋୟଲଙ୍କଠାରୁ ସୂଚନା ପାଇଁ ଭିଜିଲାନ୍ସ ସମ୍ପୃକ୍ତ ସିମେଣ୍ଟ ଉତ୍ପାଦନ ପ୍ଳାଣ୍ଟର…
Author: Shree khetra News
ସୁଭଦ୍ରା ଯୋଜନା ସଚେତନତା ରଥ ଆଜି କରଞ୍ଜିଆ ବ୍ଲକରେ ଉଦଘାଟିତ ହୋଇଯାଇଛି
ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକର ପାଟବିଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ। ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା ଉଦଘାଟନ କାର୍ଯ୍ୟକ୍ରମ ରେ କରଞ୍ଜିଆ ବିଡ଼ିଓ ସୁଶାନ୍ତ କୁମାର ସୁତାର ଓ ସ୍ୱମନିତ ଶିଶୁ ବିକାଶ ଅଧିକାରିଣୀ ମଞ୍ଜୁଳା ବେହେରା,ପାଟବିଲ ସରପଞ୍ଚ…
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୧୨ ଗୋଟି ଅଭିଯୋଗ ମିଳିଥିଲା।…
ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି।
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ hb ଅଧିକାରୀ(ଡିପିଏସଓ) ଡା.…
ବିଜେପି ର ସଦସ୍ୟ ସଂଗ୍ରହ ସମୀକ୍ଷା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ): କରଞ୍ଜିଆ ବିଜେପି ର ସଭ୍ୟସଂଗ୍ରହ ଅଭିଯାନ ସମୀକ୍ଷା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିବା ୧୧ ଘଟିକା ସମୟରେ କରଞ୍ଜିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି ବୈଠକ…
ମା ସମଲେଶ୍ୱରୀ ଏଥେଲେଟିକ ଯୁବୁକ ସଂଘ ଆନୁକୂଲ୍ୟରେ ଫୂଟବଲ ଟୁର୍ନାମେଣ୍ଟ ଆୟୋଜିତ
ବରଗଡ ( ରିପୋର୍ଟ -ମୁକୁନ୍ଦ ଦାସ ): ଅତାବିରା ନିର୍ବାଚନ ମଣ୍ଡଳୀ, ପାହାଡସିର୍ଗିଡା ମଣ୍ଡଳର ଶିଳାଟ ଗ୍ରାମର ଫୂଟବଲ ପଡିଆରେ ଠାରେ “ମା ସମଲେଶ୍ୱରୀ ଏଥେଲେଟିକ ଯୁବୁକ ସଂଘ ଶିଳାଟ ଆନୁକୂଲ୍ୟରେ” ୨୫ ତମ ଦ୍ବି-ଦିବସିୟ ଫୂଟବଲ ଟୁର୍ନାମେଣ୍ଟ ୮ ଗୋଟି…
ଚଢେଇଭୋଳ ଷ୍ଟାଡିଅମରେ ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢେଇଭୋଳ ଆଜାଦ ସ୍ପୋର୍ଟ ଏବଂ କଲଚରାଲ କ୍ଲବ ଆନୁକୂଲ୍ୟରେ ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟ ଚଢେଇଭୋଳ ଷ୍ଟାଡିଅମ ଠାରେ ଆଜି ଉଦଘାଟିତ ହୋଇଯାଇଛି ଏହି ଟୁର୍ନାମେଣ୍ଟ ରେ…
ରାହୁଲ ଗାନ୍ଧୀ ବିଦେଶରେ ପରିହାସିତ,ଜଣାନାହିଁ ଇଣ୍ଡି ମେଣ୍ଟ ବିଷୟରେ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ନିଜର ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଭାରତରେ ସମାଲୋଚନାର ଶିକାର ହୋଇଛନ୍ତି। ବର୍ତମାନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ…
କ୍ଷମତାରେ ରହି କଂଗ୍ରେସ ଗୃହମନ୍ତ୍ରୀଙ୍କୁ କାଶ୍ମୀର ଯିବାକୁ ଡର ଲାଗୁଥିଲା
ନୂଆଦିଲ୍ଲୀ : ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ ବଡ଼ ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି, ଯାହାକୁ ନେଇ ରାଜନୈତିକ ଉତ୍ତାପ ବଢ଼ିବା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ସେ ଦେଶର ଗୃହମନ୍ତ୍ରୀ ଥିବାବେଳେ କାଶ୍ମୀର…
