ବ୍ଲକସ୍ତରୀୟ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳନ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ଶାରୀରିକ ବ୍ୟାୟାମ, ସକାରାତ୍ମକ ମନୋଭାବ ଆପଣାଇବା ଦ୍ୱାରା ଏବଂ ଧୂମପାନ, ତମାଖୁ ସେବନ, ମଦ୍ୟପାନ ପରି କୁଅଭ୍ୟାସ ତ୍ୟାଗ ଦ୍ୱାରା ଏକ ସୁସ୍ଥ ଓ ନିରାମୟ…

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ତା ୦୧/୧୦/୨୦୨୪ ରିଖ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟା ଳୟ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ…

ବେଙ୍ଗାଲୁରୁ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ?ପାକିସ୍ତାନୀ ନାଗରିକଙ୍କ ବାଂଲାଦେଶୀ ପତ୍ନୀ

ବେଙ୍ଗାଲୁର : ଆସାମର ଗୌହାଟୀରେ ପାଞ୍ଚଟି ସ୍ଥାନରେ ଆଇଇଡି ବୋମା ରଖି ବେଙ୍ଗାଲୁରୁ ଯାଉଥିବା ଜଣେ ସନ୍ଦିଗ୍ଧ ଉଲ୍ଫା ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଜଣେ ପାକିସ୍ତାନୀଙ୍କ ସମେତ ଚାରି ଜଣ ବିଦେଶୀ ନାଗରିକଙ୍କୁ ଜିଗାନି ପୋଲିସ ପୁଣିଥରେ ଗିରଫ କରିଛି।…

ଗତ ୧୬ ବର୍ଷ ଧରି ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଠାରୁ ଅଲଗା ରହିଥିଲେ – ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର : ତାଙ୍କ ପୂର୍ବସୂରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର କହିଛନ୍ତି ଯେ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ଗତ ୧୬ ବର୍ଷ ଧରି ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗରେ ନଥିଲେ। ଯାଜପୁର ଜିଲ୍ଲାରେ…

ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖନ୍ତୁ,ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟର ତାଗିଦ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ତିରୁପତି ଲଡ୍ଡୁ ବିବାଦର ଶୁଣାଣି ହୋଇଥିଲା। ଇତି ମଧ୍ଯରେ, ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୁଲାଇରେ ବାହାରିଥିବା ରିପୋର୍ଟ ଉପରେ ଦୁଇ ମାସ ପରେ କାହିଁକି ଏକ ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁବ୍ରମଣ୍ଯମ…

ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହବିଷ୍ୟାଳୀ ଆବେଦନ

ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଚଳିତ ବର୍ଷ ର ହବିଷ୍ୟାଳୀ…

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର…

ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଅଭିଭାବକ ଶିକ୍ଷକ ବୈଠକ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଶିକ୍ଷକ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହେଇଯାଇଛି ।…

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ହିନ୍ଧୁ ପରିଷଦ ଓ ବଜରଙ୍ଗ ଦଳ ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଏସଏସ ର ଖଣ୍ଡ କାର୍ଯ୍ୟବାହ…

ଭୁକ୍ତା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଭୁକ୍ତା ସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୁକ୍ତା କ୍ଲଷ୍ଟରସ୍ତରୀୟ ଶିଶୁପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୪ ଅନୁଷ୍ଠିତ…

error: Content is protected !!