Tirupati Temple Controversy: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଅଧ୍ଯକ୍ଷ ବି.ଆର୍. ନାଇଡୁ କହିଛନ୍ତି ଯେ ତିରୁପତି ମନ୍ଦିରରେ କାମ କରୁଥିବା ସମସ୍ତେ ହିନ୍ଦୁ ହେବା ଉଚିତ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଅନ୍ଯ…
Author: Shree khetra News
ପାର୍ଲେ-ଜି ବିସ୍କୁଟ କମ୍ପାନୀ ବ୍ୟବସାୟୀଙ୍କ ସହିତ ଦୀପାବଳୀରେ ଅଘଟଣ
Kanpur News: କାନପୁରରେ ଦୀପାବଳି ରାତିରେ ଘଟିଥିବା ଏକ ଦୁଃଖଦ ଘଟଣାରେ ତିନି ଜଣଙ୍କର ମୃତ୍ଯ ଘଟିଛି। ସହରର କାକାଦେଓ ଅଞ୍ଚଳରେ ରହୁଥିବା ପାର୍ଲେ-ଜି ବିସ୍କୁଟ ବ୍ଯବସାୟୀ ସଞ୍ଜୟ ଶ୍ୟାମ ଦାସାନୀଙ୍କ ଘରେ ଏକ କାଠ ମନ୍ଦିରରେ ଜଳୁଥିବା ଦୀପ ଛାଡ଼ି…
ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ…
ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ…
ଗ୍ଯାରେଜରେ ଖଟୁଥିଲେ ନାବାଳକ କଲେଜ ଛାତ୍ର, ବିଦ୍ୟୁତ୍ ଆଘାତରେ ଘଟିଲା ମୃତ୍ଯୁ
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍ ଗ୍ଯାରେଜରେ କାମ କରୁଥିବା ଜନୈକ ନାବାଳକ କଲେଜ ଛାତ୍ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ନାବାଳକ ଜଣକ ହେଲେ ଅନ୍ତରପଡା…
ନିଆରା ଢଙ୍ଗରେ ଦୀପାବଳି ପାଳିଲା ଏବିଭିପି
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବୁଗୁଡ଼ା ବ୍ଲକ୍ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱଦେଶୀ ବାଣ ଫୁଟାଇବା…
ପଡୋଶୀଙ୍କ ମରାଣାନ୍ତକ ଆକ୍ରମଣରେ ବାପପୁଅଙ୍କ ମୁଣ୍ଡଗଡିଲା
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଜୁଇଜଣଙ୍କ ମୁଣ୍ଡ ଗଡିଛି। ମରାଣାତ୍ମ ଆକ୍ରମଣରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ। ଯାଗାବାଡ଼ି…
ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ
ପୁରୀ (ସମୀର ରଞ୍ଜନ ନାୟକ):ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ସଭାନେତ୍ରୀ ସବିତା ମିଶ୍ରଙ୍କ ଅଧକ୍ଷତାରେ ହାଇଟେକ ମେଡିକାଲ କଲେଜ ର ଭ୍ରାମ୍ୟମାଣ ବସ ମାଧ୍ୟମରେ ଶନି ମନ୍ଦିର ଗଳି ଶ୍ରୀଦାଣ୍ଡ ରେ ମାଗଣାରେ ଦାନ୍ତ ଏବଂ ଆଖି ର ସ୍ୱାସ୍ଥ୍ୟସେବା ଯୋଗାଇ…
