ଚାଷୀ ହେବେ ଲାଭବାନ, ଆରମ୍ଭ ହେବ ସିଏମ୍ କିଷାନ ଯୋଜନା।

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ୍ ଯୋଜନା ।ଆଉ ଏହି ଯୋଜନାରେ ଲାଭବାନ ହେଇପାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର । ଏନେଇ ଆଜି…

ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ବି ଲାଗିଲା କଟକଣା ।

ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ବି ଲାଗିଲା କଟକଣା । ଗୃହରେ ବିଧାୟକ ମାନେ ଫୋନରେ ଫୋଟୋ ଉଠାଉଥିବାରୁ କଟକଣା ଲଗାଇଲେ ବାଚସ୍ପତି ସୁରମା ପାଢୀ । ସୂଚନା ମୁତାବକ…

ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ )ବାର୍ଡ ଫ୍ଲୁ ଆକ୍ରାନ୍ତ ଥିବା ସନ୍ଦେହ ହେବା ପରେ ରକ୍ତ ନମୁନା RMRCକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ…

ଆକ୍ସନ ମୋଡ଼ରେ କରଞ୍ଜିଆ ଏନଏସି ଅଧକ୍ଷା , ଅଭିଯୋଗ ପରେ ସ୍ଥିତି ଅନୁଧ୍ୟାନ କଲେ

ମୟୁରଭଞ୍ଜ : କରଞ୍ଜିଆ ଏନଏସି ଅଧକ୍ଷା ପପି ପୃଷ୍ଟି ଙ୍କୁ ୱାର୍ଡ ନଂ ୮ ଗୁଡିସାହି ର ବସ୍ତି ବାସିନ୍ଦା ଙ୍କ ଯିବା ଆସିବା ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ଓ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ…

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ) : ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ସଦସ୍ୟ ସଂଗ୍ରହ କର୍ମଶାଳା କରଞ୍ଜିଆ ସ୍ଥିତ ଆଦିବାସୀ ସାଂସ୍କୃତିକ କେନ୍ଦ୍ର ଠାରେ ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି କର୍ମଶାଳା…

କଂଗ୍ରେସର ଆଲୋକ ଶର୍ମାଙ୍କ ବୟାନ ମରାଠୀ ଲୋକ ଧର୍ଷଣକାରୀ..ଉଦ୍ଧବ, ସଞ୍ଜୟ ରାଉତ ଚୁପ

ମୁମ୍ବାଇ : ମହାରାଷ୍ଟ୍ରର ବଦଲାପୁରରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟରେ ବିକ୍ଷୋଭ ଜାରି ରହିଛି। ଏହି ଘଟଣାକୁ ନେଇ ରାଜନୀତି ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ…

ମିନାକ୍ଷୀ ମନ୍ଦିରରେ ତାମିଲ ଅଭିନେତ୍ରୀ ନମିତାଙ୍କୁ ମନ୍ଦିର ରେ ପ୍ରବେଶ ଅନୁମତି ମିଳିଲାନି

ଚେନ୍ନାଇ : ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତଥା ରାଜନେତା ନମିତା ବଙ୍କାୱାଲା ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ନିକଟରେ ସେ ଏପରି କିଛି ଅନୁଭବ କରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ଅଭିନେତ୍ରୀଙ୍କୁ ମନ୍ଦିରରେ ଖରାପ ବ୍ୟବହାର କରାଯାଇଛି…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ।

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ): ଗତକାଲି ଥିଲା ଜନ୍ମାଷ୍ଟମୀ।କୃଷ୍ଣଙ୍କ ଜନ୍ମ ପରେ ଶ୍ରୀମନ୍ଦିର ରେ ଶ୍ରୀକୃଷ୍ଣ ଲୀଳା ଆଜି ଠାରୁ ଆରମ୍ଭ ହୋଇଛି।ଏହି ପରମ୍ପରା ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ରେ ପ୍ରଚଳିତ ହୋଇ ଆସୁଛି।ଶ୍ରୀକୃଷ୍ଣ ଙ୍କ ଚରିତ ରେ…

ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ପକ୍ଷରୁ ଗଣଧାରଣା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ(ରିପୋର୍ଟ – ସମୀର ରଞ୍ଜନ ନାୟକ): ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି କାକଟପୁର ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୫୦ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ,୪…

error: Content is protected !!