ପୁରୀ ଖଜା ବ୍ୟବସାୟୀ ହତ୍ୟା ଘଟଣାରେ ୯ଜଣ ଗିରଫ : ଏସ ପି

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ) : ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପ ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ନିଜ ରିପୋର୍ଟ ନିଜ ପାଖରେ ରଖ,କୋଲକାତା ହାଇକୋର୍ଟଙ୍କ ମମତା ସରକାରଙ୍କୁ ଶକ୍ତ ଟିପ୍ପଣୀ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ଆଜି କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କ ଅସଦାଚରଣ ମାମଲାର ଶୁଣାଣି କରିଛନ୍ତି। ମୁଖ୍ଯ ବିଚାରପତି ଟି.ଏସ୍. ଶିବଗନାନମ୍ ଏବଂ ବିଚାରପତି ଏଚ୍. ଭଟ୍ଟାଚାର୍ଯ୍ଯଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…

କୋଲକାତା ଆରଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କ କଳା କାରନାମା

କୋଲକାତା : ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଏବଂ ନିଜ ପାଇଁ ସୁରକ୍ଷା ଦାବି କରୁଛନ୍ତି। ଇତି ମଧ୍ଯରେ, ଆରଜି କର ମେଡ଼ିକାଲ କଲେଜର…

ସୁବଳୟାରେ ଝୁଲଣ ଯାତ୍ରା ଉଦଯାପିତ

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ଦିନ ଧରି ସୁବଳୟା ର ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ…

ଟୁଇନ ସିଟି ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ

ଭୁବନେଶ୍ବର (ରିପୋର୍ଟ-ସମୀର ରଞ୍ଜନ ନାୟକ) : କିଛି ଦିନହେବ ଭୁବନେଶ୍ୱରରୁ ସିମ ବକ୍ସ ଜବତ ହେବା ସହିତ ଘଟଣା ରେ ଏବେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିରୁ ମଧ୍ୟ ମିଳିଛି ତେବେ ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ…

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ରତ୍ନ ଭଣ୍ଡାରରୁ ବାହାରିବ ସିନ୍ଦୁକ । ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ…

ଗୋମାଂସ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଟ୍ରକ୍ ଜବତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଗୋମାଂସ ଚାଲାଣ ବେଳେ ଗ୍ରାମ ବାସୀଙ୍କ ଦ୍ୱାରା ଟ୍ରକ ଜବତ ଏମିତି ଏକ ଖବର ଆମ ହସ୍ତଗ ହୋଇଛି ମିଡ଼ିଆ ରିପୋର୍ଟ ମୁତାବକ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନସ୍ଥ ଖେଳାର…

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲ ଆନୁକୁଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ପ୍ରାକୃତିକ ପରିସ୍ଥିତିରେ କେବଳ ପରିବେଶବିତ ବା ପ୍ରକୃତି ପ୍ରେମୀ ନୁହଁନ୍ତି…

ବେଙ୍ଗାଲୁରୁରେ ଟର୍ନ ଲାଇଟ ନଦେଇ ଥିବାରୁ ଓଡ଼ିଆ ଦମ୍ପତିଙ୍କ ଉପରେ ଅମାନବୀୟ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରି ରାସ୍ତାରେ ଏକ କାରର ୱିଣ୍ଡସ୍କ୍ରିନ୍ ଭାଙ୍ଗୁଥିବା ଦେଖାଯାଉଛି । ଏହି ସମୟରେ, କାରରେ ବସିଥିବା ଓଡ଼ିଆ ଦମ୍ପତି ଭୟରେ ଚିତ୍କାର କରୁଥିବା ଦେଖାଯାଇଛି । ସେ କହୁଛନ୍ତି…

ମମତା ବାନାର୍ଜୀଙ୍କ ସ୍ଥିତି ଟଳମଳ, ଲାଗିପାରେ ରାଷ୍ଟ୍ରପତି ଶାସନ

କୋଲକାତା : ପଶ୍ଚିମବଙ୍ଗରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ବଙ୍ଗଳା ସମେତ ସାରା ଦେଶରେ ଆକ୍ରୋଶ ମଧ୍ଯରେ, ରାଜ୍ଯର ରାଜ୍ଯପାଳ ସି.ଭି. ଆନନ୍ଦ ବୋଷ ମଙ୍ଗଳବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ…

error: Content is protected !!