ରାଜଧାନୀରେ ସିରିଜ ସଡ଼କ ଦୁର୍ଘଟଣା ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ ରାଜଧାନୀରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରଥମେ…
Author: Shree khetra News
ଏକଜିଟ ପୋଲ ରେଜଲ୍ଟରେ ପୁଣିଥରେ ମୋଦୀ ସରକାରର ପୂର୍ବାନୁମାନ
ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରିଛି ଦେଶ। ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାର ବାଛି ସାରିଛନ୍ତି। loksabha election…
ରାୟଗଡାରେ ଜଳିଗଲା ୪ଟି ବସ୍
ରାୟଗଡା:୪ଟି ବସ୍ ନିଆଁ ଲାଗିଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ । ଆଜି ଅପରାହ୍ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଛି। ସୂଚନା ପାଇ…
ଲୋକସଭା ନିର୍ବାଚନ ପଳାଫଳ ପୂର୍ବରୁ ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ:2024 ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ତୈଳ ବିତରଣ କମ୍ପାନୀ (ଓ.ଏମ୍.ସି.) ଗୁଡ଼ିକ 19 କିଲୋଗ୍ରାମ କିମ୍ବା ବ୍ୟବସାୟିକ ଏଲ.ପି.ଜି ସିଲିଣ୍ଡର୍ (ରନ୍ଧନ ଗ୍ୟାସ ) ମୂଲ୍ଯରେ ବ୍ୟାପକ ହ୍ରାସ ଘୋଷଣା କରିଛନ୍ତି। ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ, 19 କିଲୋଗ୍ରାମର…
ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ
ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ…
ଟୁଙ୍ଗୁରୁ ଭୋଳ ସାଙ୍ଗରେ ଚନ୍ଦକା ପୋଲିସ କଲା ଖେଳ
ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିଲା ଟୁଙ୍ଗୁରୁ ଭୋଳ।ଏଥର ଚୋରଙ୍କ ସହ ସମ୍ପର୍କ ରଖି ପୁଲିସ ହାବୁଡ଼ରେ ପଡି଼ଛି ।ଭୁବନେଶ୍ୱରରୁ ଏକ କୋଟି ଟଙ୍କାର ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ ହୋଇଛନ୍ତି।ରାଜ୍ୟ…
ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଜୋରଦାର ଟକ୍କର
ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍ଦର୍ଶନ ଦେଇଛନ୍ତି। ପାଟକୁରା ରେ ବିଧାୟକ ପାର୍ଥୀ ଭାବେ ବିଜେଡିରୁ ବରିଷ୍ଟ…
ବିଶ୍ୱ ତମାଖୁ ବର୍ଜନ ଦିବସ
ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସର ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜିଛି। ତମାଖୁ ସେବନ ହ୍ରାସ କରିବା ପାଇଁ ବିଶ୍ୱ ତମାଖୁ…