ଭାରତଙ୍କୁ କାହିଁକି ମିଳୁନି ଜାତିସଙ୍ଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁ.ଏନ୍.ଏସ୍.ସି.) ରେ ଭିଟୋ କ୍ଷମତା ପାଞ୍ଚଟି ସ୍ଥାୟୀ ସଦସ୍ୟ ଯଥା ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷ ଏବଂ ଚୀନ୍ କୁ ଦିଆଯାଇଛି। ଏହାର ଅର୍ଥ ଯଦି ଏହି ସଦସ୍ୟମାନଙ୍କ ମଧ୍ୟରୁ କେହି କୌଣସି…

ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ ପାଇଁ ଭାରତର ଲଗାତାର ପ୍ରୟାସ

ନୂଆଦିଲ୍ଲୀ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କିନ୍ତୁ ଯେଉଁଭଳି ଭାବରେ ଆଲୋଚନା ଚାଲିଛି ତାହା ଯୁଦ୍ଧରେ ଶାନ୍ତି ଆଣିପାରେ | କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିରେ କୌଣସି ପ୍ରୟାସ ଛାଡ଼ୁନାହାନ୍ତି। ନିକଟରେ…

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଯୋଗାଡ଼ ହୋଇଛି ୧କୋଟି ଟଙ୍କା,IICF କହିଲା ଲଜ୍ୟାଜନକ

ଲକ୍ଷ୍ନୌ : ପାଣ୍ଠି ଅଭାବରୁ ଅଯୋଧ୍ୟାର ଧନ୍ନିପୁର ମସଜିଦ ନିର୍ମାଣ ହେଉନାହିଁ। ରାମ ଜନ୍ମଭୂମି ଠାରେ ଥିବା ଭବ୍ଯ ରାମ ମନ୍ଦିରରେ ରାମଲାଲାଙ୍କୁ ପ୍ରତିଷ୍ଠା କରାଯାଇଥିବା ବେଳେ, ପାଣ୍ଠି ଅଭାବରୁ ମସଜିଦ ନିର୍ମାଣ କାର୍ଯ୍ଯ ଅଟକି ରହିଛି। ଗତ ଚାରି ବର୍ଷ…

ନୋଡାଲ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ନୋଡାଲ ସଚିବ ଭାବେ ଜିଲ୍ଲା ଦାୟିତ୍ୱ ରେ ଥିବା…

ଲରମ୍ଭା କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି…

ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାର ଜନ ଶୁଣାଣି ଅନୁଷ୍ଠିତ

ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ): ଆଜି କରଞ୍ଜିଆ ବ୍ଲକ ସମ୍ମିଳନୀ କକ୍ଷ ରେ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ର ଜନ ଶୁଣାଣି ଶିବିର ବିଡ଼ିଓ ସୁଶାନ୍ତ କୁମାର ସୁତାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

ଆଜିଠୁ ମା’ଙ୍କ ଷୋଳପୂଜା ଆରମ୍ଭ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜିଠୁ ଶକ୍ତିପୀଠରେ ମା’ଙ୍କ ଷୋଳପୂଜା ଆରମ୍ଭ । ସ୍ୱତନ୍ତ୍ର ରିତିନୀତି ଅନୁଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯିବ । ଆଜି ମୂଳାଷ୍ଟମୀରେ ରାଧାଷ୍ଟମୀରୁ ଶୟନ ନୀତିରେ ଥିବା ମାଆଙ୍କୁ ଜାଗ୍ରତ କରାଯାଏ…

ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ବଡ ବୟାନ ଦେଇଛନ୍ତି।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେଲା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ…

ବେଙ୍ଗାଲୁର ରେଫ୍ରିଜରେଟରରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ବେଙ୍ଗାଲୁର : କର୍ଣ୍ଣାଟକରେ ଜଣେ 29 ବର୍ଷୀୟା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ଏହାକୁ ଘରର ରେଫ୍ରିଜରେଟରରେ ରଖାଯାଇଥିଲା। ଏକ ଦୁର୍ଗନ୍ଧ ଚିହ୍ନଟ ହେବା ପରେ ଏହା ପ୍ରକାଶ ପାଇଥିଲା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ବ୍ୟାଲିକାବଲ ଅଞ୍ଚଳରେ ଜଣେ ମହିଳାଙ୍କୁ…

ବେଆଇନ ଚାଲାଣ ହେଉଥିବା ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ

ବରଗଡ( ରିପୋର୍ଟ – ମୁକୁନ୍ଦ ଦାସ ):ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ ଚଢ଼ାଉ କରି ପୋଲିସ ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ…

error: Content is protected !!
Powered by Joinchat