ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 89ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 76ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି 08ଟି…

ଦଶମୂଳ ମୋଦକ ପ୍ରସ୍ତୁତି ପରେ ଶ୍ରୀମନ୍ଦିରକୁ ବିଜେ

ପୁରୀ: ଶ୍ରୀ ବିଗ୍ରହ ମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡୀରେ ଅବସ୍ଥାନ କରିଛନ୍ତିି । ମହାପ୍ରଭୁଙ୍କ ସେବକ ଦଇତାପତି ଏବଂ ପତି ମହାପାତ୍ର…

ଅଖିଳ ଭାରତୀୟ ମଜଦୁର ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୀ :ଅଖିଳ ଭାରତୀୟ ମଜଦୁର ସଂଘ ର କାର୍ଯ୍ୟକାରିଣୀ ବୈଠକ 28/6ରୁ ଆରମ୍ଭ ହୋଇ 30/6ରେ ପୁରୀ ଜାନକି ରେସିଡେଣ୍ଟ ପରିସର ରେ ଶେଷ ହୋଇଥି ଲା l ଏହି କାର୍ଯ୍ୟକ୍ରମ ରେ ସିମେଣ୍ଟ ମହାସଙ୍ଗର ପ୍ରତିକ ମାସ ର ପ୍ରତିକ…

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୧୧ଜଣ ଅସୁସ୍ଥଙ୍କ ମଧ୍ୟରୁ ୫ଗୁରୁତର

ଭଞ୍ଜନଗର :ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ବିଷାକ୍ତ ଛତୁ ଖାଇ ଗ୍ରାମର ଭଜମନ ନାୟକ, କୋରା ନାୟକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ୧୧ ଅସୁସ୍ଥ ହୋଇପଡିଥିଲେ।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳନ

ପୁରୀ: ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ। ଏହି ଅବସରରେ ରାଜ୍ୟସ୍ତରୀୟ ବକୃତା,ଗଣିତ ସମାଧାନ,ପ୍ରବନ୍ଧ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ…

ରଥ ଟାଣିବେ ରାଷ୍ଟ୍ରପତି କେନ୍ଦ୍ରୀୟ ଗୃହମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ

ଭୁବନେଶ୍ୱର : ଚଳିତ ଘୋଷଯାତ୍ରାରେ ରଥରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଅନେକ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ ହଜାରରୁ…

ସ୍ୱର୍ଣ୍ଣିମ ଯୁଗର ଅନ୍ତ, ଆଉ ଟି୨୦ ମ୍ୟଚରେ ଦେଖାଯିବେନି ରୋହିତ ଓ କୋହଲି

ବର୍ବାଡୋସ: ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ ରେ ପରାସ୍ତ କରିଛି। ମ୍ୟାଚ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-20 ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଅବସର ଘୋଷଣା କରି ବିରାଟ କହିଛନ୍ତି, “ଏହା ଭାରତ ପାଇଁ…

ଭାରତର ବିଜୟ ପରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ

ମୁମ୍ବାଇ :ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଟି-20 ବିଶ୍ୱକପ୍ ଜିତିଛି। ଭାରତ ଟି-20 ବିଶ୍ୱକପ୍ ଫାଇନାଲ ଜିତିବା ପରେ ଲୋକମାନେ ଖୁସିରେ ଲୁହ ଢାଳି ଦେଇଥିଲେ। ଏହି ମହାନ ବିଜୟ ପରେ ସମଗ୍ର ଦେଶ ଉତ୍ସବ ପାଳନ କରୁଛି। ସାଧାରଣ…

ପାକିସ୍ତାନକୁ ତାଲିବାନର ଖୋଲା ଧମକ

ଆଫଗାନିସ୍ତାନ :ପାକିସ୍ତାନ ଏବଂ ତାଲିବାନ ମଧ୍ଯରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ତାଲିବାନ ପାକିସ୍ତାନକୁ ଏକ ବଡ଼ ଧମକ ଦେଇଛି ଏବଂ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହିଛି। ବାସ୍ତବରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ…

ବିଶ୍ଵ ବିଜୟୀ ଭାରତ

ବର୍ବାଡୋଷ : ଶେଷରେ ଟିମ୍ ଇଣ୍ଡିଆ ଇତିହାସ ରଚିଛି। 2007 ପରେ ପୁଣି ଥରେ ଭାରତୀଯ଼ ଦଳ ଟି-20 ବିଶ୍ୱକପ୍ ଜିତିଛି। ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ ରେ ପରାସ୍ତ କରିଛି। ଏହି ବିଜୟରେ ସମଗ୍ର…

error: Content is protected !!