ଔଷଧ ଦୋକାନୀ ଇଞ୍ଜେକ୍ସନ ଦେଇ ମଣିଷ ମାରିଲା,ପୋଲିସ ମାମଲା ରୁଜ୍ଜୁ କଲା।

କେନ୍ଦୁଝର (ଦଶରଥ ବାରିକ) : ଔଷଧ ଦୋକାନୀ କାହା ଲାଇସେନ୍ସ ନେଇ ଦୋକାନ ଖୋଲିଥିବ ହେଲେ ନିଜେ ଡାକ୍ତର ହୋଇ ଜଣେ ଛାତ୍ରର ଜୀବନ ନେଇଥିଲା। ଉଲ୍ଲେଖଯୋଗ୍ୟ କି ସାହାରପଡ଼ା ବଜାରରେ ଥିବା ସର୍ବେଶ୍ଵର ଔଷଧ ଦୋକାନ ମାଲିକ ଚର୍ମ ରୋଗ…

ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ଥରୁଛି ସାରା ଓଡିଶା । ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨…

ହାଇ ପରଫରମାନ୍ସ କେନ୍ଦ୍ରରେ ହକି ମ୍ୟାଚ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ) : ପୁରୀ ଜିଲ୍ଲା ସ୍କୁଲ ଠାରେ ହକିର ହାଇଫରମାନ୍ସ ସେଣ୍ଟର ଟାଟା ଓଡିଶା ନାଭାଲ ଟାଟା ହକି ପକ୍ଷରୁ ଖୋଲା ଯାଇଛି।ଗତକାଲି ଆଭାସୀ ମାଧ୍ୟମରେ ଏହି ସେଣ୍ଟର ର ଉଦଘାଟନ ହୋଇଥିଲା।ତୃଣମୂଳ ସ୍ତରରୁ ଦକ୍ଷତା ସମ୍ପର୍ଣ୍ଣ…

ଇସ୍ରୋ ଯିବେ ବିକାଶ ଛାତ୍ର ପ୍ରଜ୍ଞାନ କର

ବରଗଡ଼ (ମୁକୁନ୍ଦ ଦାସ) : ସାରା ଓଡ଼ିଶାରୁ ୮୦ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରଜ୍ଞାନ କର ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ ଭାରତୀୟ ଗବେଷଣା ସଂସ୍ଥା ଇସ୍ରୋକୁ ଯିବା ପାଇଁ ମନୋନୀତ ହୋଇଛନ୍ତି ।…

ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ

ବରଗଡ (ମୁକୁନ୍ଦ ଦାସ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ରେ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ବିକ୍ରମ ସାରାଭାଇ ଶକ୍ତି କ୍ଲବ ଓ…

ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ଏକାଡେମୀ ଠାରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। “ଶକ୍ତି ଆମର ଅମୂଲ୍ୟ ସମ୍ପଦ, ଏହାର ସଂରକ୍ଷଣ ସମସ୍ତଙ୍କ ଦାୟିତ୍ୱ” ଉପରେ…

ଜୁନିୟର ରେଡକ୍ରସ କ୍ୟାମ୍ପରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର…

ଗୋନାସିକା ମହୋତ୍ସବ ଉପଲକ୍ଷେ ଆୟୋଜିତ କ୍ରିକେଟ ମ୍ୟାଚରେ ଜିଲ୍ଲାପାଳ ଏକାଦଶ ବିଜୟୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ର ସଫଳ ଓ ପରିବ୍ୟାପ୍ତ ଆୟୋଜନ ଲାଗି ଆୟୋଜିତ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚରେ ଜିଲ୍ଲାପାଳଙ୍କ ଏକାଦଶ ୯ ଉଇକେଟରେ ନାଗରିକ ଏକାଦଶଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।ଧରଣୀଧର ସ୍ପୋର୍ଟସ କମ୍ପଲେକ୍ସ ଠାରେ ଆୟୋଜିତ…

ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ବି ଲଢ଼ିବି। ତୁମେ ବି ଶେଷ ଯାଏଁ ଲଢ଼। କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ମାଲକାନଗିରି ବାସିନ୍ଦା ମତାମତକୁ ଅପେକ୍ଷା କରାଯାଇଛି।ଥମୁନି ପୋଲାଭରମ ପ୍ରସଙ୍ଗ…

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର,ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଟାଟୁରୁ ମହିଳାଙ୍କ ପରିଚୟ ଖୋଜା କଟକ ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣାମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପିମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ଡିସିପି ଆଖପାଖ…

error: Content is protected !!