ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ଉପରେ ଗରୁତ୍ବ ପ୍ରଦାନ ପୂର୍ବକ ଆଜି ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା…
Author: Shree khetra News
ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ): ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା…
ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇl ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ୍ଯୁ ବରଣ…
ସଂଯୁକ୍ତ କୃଷକ ମୋର୍ଚ୍ଚା ପୁରୀ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ରାଲି
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଅଗଷ୍ଟ ୯ ହେଉଛି ଐତିହାଦିକ ଭାରତ ଛାଡ଼ ଆନ୍ଦୋଳନ ଦିବସ/ କ୍ରାନ୍ତି ଦିବସ ତେବେ ଆଜି ଦେଶବ୍ୟପି କର୍ପୋରେଟ ଭାରତ ଛାଡ଼ ଆହାନ ଦିଆଯାଇଛି l ଆଜି ସାରା ବିଶ୍ୱରେ ଆଦିବାସୀ ଦିବସ ମଧ୍ୟ…
ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କ ପାଇଁ ନୂତନ ଆବାସିକ ଗୃହ ଉଦଘାଟିତ।
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଆଜି ପୂର୍ବାହ୍ନରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ପୁରୀ ନରେନ୍ଦ୍ର କୋଣସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କ ନିମନ୍ତେ ବହୁତଳ ଆବାସିକ ଗୃହର ଉଦଘାଟନ ହୋଇଯାଇଛି।ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ଟି…
ପୁରୀ ଜିଲ୍ଲାରେ ସାମୁଦ୍ରିକ ଥାନାରେ ଆବଶ୍ୟକ କର୍ମଚାରୀ ନାହାନ୍ତି
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ମୁକୂଳା ଉପକୂଳ ଢିଲା ସୁରକ୍ଷା ବ୍ୟବସ୍ଥା ନାହିଁ ନାହଁ ରେ ଚାଲିଛି ସୁରକ୍ଷା ବ୍ୟବସ୍ଥା। ବାଂଲାଦେଶ ରେ ହିଂସା ଓ ପୋଡାଜଳା ଜାରିରହିଛି l ଭାରତ ବିରୋଧୀ କାର୍ଯ୍ୟକଳାପ ବଢି ଚାଲିଛି…
ନୋବେଲ ବିଜେତା ପରାମର୍ଶଦାତା ଭାବେ ଡୋରି ଧରିଲେ,ହିନ୍ଦୁ ବିରୋଧୀ ହିଂସାକୁ ନିରବ ସମର୍ଥନ
ନୂଆଦିଲ୍ଲୀ : ଭାରତୀୟ ଉଚ୍ଚାୟୁକ୍ତ ରାଜ୍ଯପାଳ ବର୍ମା ବଙ୍ଗଲାଦେଶରେ ମଧ୍ୟବର୍ତ୍ତୀ ସରକାରଙ୍କ ଶପଥଗ୍ରହଣ ସମାରୋହରେ ଭାରତ ତରଫ ରୁ ପ୍ରତିନିଧିତ୍ୱ କରିଛନ୍ତି। ନୋବେଲ ପୁରସ୍କାର ବିଜେତା ମହମ୍ମଦ ଯ଼ୁନୁସ ଗତକାଲି ସନ୍ଧ୍ୟାରେ ବାଂଲାଦେଶର ମଧ୍ଯବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ଯ ପରାମର୍ଶଦାତା ଭାବେ ଶପଥ…
ଜାଭେଲିନରେ ନିରଜ ଚୋପ୍ରା ଜିତିଲେ ରୌପ୍ୟ ପଦକ,ଛୁଟିଛି ଅଭିନନ୍ଦନର ସୁଅ
ନୂଆଦିଲ୍ଲୀ : ନୀରଜ ଚୋପ୍ରା ଶୁକ୍ରବାର ସକାଳେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ଯ ପଦକ ଜିତିବା ପାଇଁ ୮୯.୪୫ mର ଏକ ସିଜନ୍ ଶ୍ରେଷ୍ଠ ଥ୍ରୋ ସହିତ ଆସିଥିଲେ। ତେବେ ପାକିସ୍ତାନର ଅର୍ଶଦ ନଦୀମ୍ ଭଲ…
କର୍ମଚାରୀଙ୍କ ସିସିଆରରୁ 5ଟି, ମୋ ସରକାର ମୂଲ୍ୟାଙ୍କନକୁ ହଟାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ରାଜ୍ଯ ସରକାର ପୂର୍ବତନ ବିଜେଡ଼ି ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତି ‘5ଟି ଚାର୍ଟର’ ଏବଂ ‘ମୋ ସରକାର’ କୁ କର୍ମଚାରୀଙ୍କ ଗୋପନୀୟ ଚରିତ୍ର ତାଲିକା (ସିସିଆର) ଏବଂ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ (ପିଏଆର) ରୁ…
UN ର ଜବାବରେ କାଶ୍ମୀର ଉପରେ ପ୍ରଶ୍ନ ପଚାରୁଥିବା ପତ୍ରକାରଙ୍କ ମୁହଁ ବନ୍ଦ
ନୂଆଦିଲ୍ଲୀ :ମିଳିତ ଜାତିସଂଘର ଦୈନିକ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ଜଣେ ପାଲେଷ୍ଟାଇନ୍ ସାମ୍ବାଦିକ କାଶ୍ମୀର ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ କାଶ୍ମୀରରୁ ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ମିଳିତ ଜାତିସଂଘ…
