ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ପାର୍ସାଳୀ ପଞ୍ଚାୟତ ନିୟମଗିରି ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଗାଁ ଗୁଡିକ ଆଜକୁ ୭୭ ବର୍ଷ ହେଲା ୧୨ ଟି ଗାଁ କୁ ବିଜୁଳି ଆଲୁଅ ସାତ ସପନ ହୋଇ…
Author: Shree khetra News
କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜିଲ୍ଲାର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମାନ ରେ…
ବରଗଡ ପାଇଁ ସନ୍ତୋଷ ଗର୍ବ ଓ ଗୌରବ
ବରଗଡ (ମୁକୁନ୍ଦ ଦାସ ): ଚଳିତ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଚଳିତ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଦେଶର ରାଜଧାନୀ ବ୍ୟାଙ୍କକକ୍ ଠାରେ ଆୟୋଜିତ ହୋଇଥିବା ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍ରେ ସନ୍ତୋଷ…
ପ୍ରକୃତି ମେଳାରେ ଜୈବ ବିବିଧତା ସଂରକ୍ଷଣକୁ ଗୁରୁତ୍ବ
ବରଗଡ(ମୁକୁନ୍ଦ ଦାସ): ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ପ୍ରକୃତି ମେଳା ଅନୁଷ୍ଠିତ ହୋଇଯାଇଛି।ପ୍ରତିଷ୍ଠାନର ଅଧ୍ୟକ୍ଷ ପି ସି ଅଗ୍ରୱାଲ ଏହି ପ୍ରକୃତି ମେଳାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଅନୁଷ୍ଠାନର ବିଇଡି ପ୍ରଶିକ୍ଷାର୍ଥୀ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ବିଭିନ୍ନ…
କୁମେଲସିଂହା ନାରାୟଣୀ ମନ୍ଦିର ପ୍ରତିଷ୍ଠା ପାଇଁ ମାହେଶ୍ୱରୀ ନର୍ସିଙ୍ଗ ପକ୍ଷରୁ ଆର୍ଥିକ ସହାୟତା
ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଠାରେ ନାରାୟଣୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ବରଗଡ଼ ମାହେଶ୍ୱରୀ ନର୍ସିଙ୍ଗ କଲେଜର ଚେୟାରମ୍ୟାନ…
ସିଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲରେ ଜେଏସଡବ୍ଲୁ ଚମ୍ପିୟାନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଇ ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ସିଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟର…
ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜେଏସପିକୁ ଇଣ୍ଡିଆ ସିଏସଆର ଲିଡରସିପ୍ ପୁରସ୍କାର*ଯୋଡ଼ା/ବଡ଼ବିଲ: ପାରିପାର୍ଶ୍ୱିକ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ…
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରୀ ପାରାୟଣ, ଘୃତଯଜ୍ଞ ଓ ପ୍ରବଚନ କାର୍ଯ୍ଯକ୍ରମ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅରବିନ୍ଦ ନଗର ଦ୍ବିତୀୟ ଲାଇନରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରୀ ପାରାୟଣ, ଘୃତଯଜ୍ଞ, ପ୍ରବଚନ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ଗତ ସୋମବାର ଦିନଠାରୁ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର…
ବୁଗୁଡ଼ା ବନାଞ୍ଚଳରେ କୃଷ୍ଣସାର ମୃଗ ସଂଖ୍ୟା ୨୭୬୪
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜି ବନାଞ୍ଚଳର ବିଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଗତ ଥର ତୁଳନାରେ ଏହା ବୃଦ୍ଧି ପାଇ ୨୭୬୪ରେ ପହଞ୍ଚିଛି। ଗତ ବର୍ଷ ଗଣନା…
୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ । ତାଗିଦ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ କରି ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଦରମା…
