ରାଜ୍ୟ ଓ ଦେଶର ମଙ୍ଗଳ ପ୍ରାର୍ଥନା କଲି ଶ୍ରୀମନ୍ଦିରରୁ ବାହାରି କହିଲେ ମହାମହିମ ରାଷ୍ଟ୍ରପତି

ପୁରୀ (ସମୀର ରଞ୍ଜନ ନାୟକ) : ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।”…

ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା

ପୁରୀ (ସମୀର ରଞ୍ଜନ ନାୟକ ): ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ…

କ୍ୟାନ୍ସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକ୍ସିନ ଯୋଗାଇ ଦେବାକୁ ଦାବି

ବରଗଡ଼(ମୁକୁନ୍ଦ ଦାସ) : କ୍ୟାନ୍ସର ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାର କୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭିକାଲ କ୍ୟାନ୍ସର ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ…

ଅଚଳ ଚିନିକଳକୁ ପୁନଃ ଚାଲୁ କରିବାକୁ ଭାରତୀୟ କିସାନ ସଂଘର କୃଷିମନ୍ତ୍ରୀଙ୍କ ସହ ଆଲୋଚନା

ବରଗଡ଼(ମୁକୁନ୍ଦ ଦାସ): ବରଗଡ ଚିନିକଳ ସମେତ ବଲାଙ୍ଗୀର, ନୟାଗଡ଼ ଓ ବଡମ୍ବା ଚିନି କଳର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ରୀୟ କମିଟି ସହ ସମ୍ପାଦକ ନୂଆଦିଲ୍ଲୀ ର ଶ୍ରୀ ସାଇ ରେଡ୍ଡୀ ଙ୍କ ନେତୃପ୍ତ ରେ ବରଗଡ଼ ରୁ ଶ୍ରୀମୁଖ ପ୍ରଧାନ,…

ସ୍ପିରିଜା ଡ୍ୟାନ୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲାର ଏକ ଅଗ୍ରଣୀ ସାଂକୃତିକ ଅନୁଷ୍ଠାନ ସ୍ପିରିଜା ଡ୍ୟାନ୍ସ ଏକାଡେମୀ ର ୧୦ ବର୍ଷ ପୂର୍ତ୍ତୀ ଅବସରରେ ବାର୍ଷିକ ଉତ୍ସବ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସ୍ଥାନୀୟ କାଳିପଡିଆ ଠାରେ ଡିସେମ୍ବର ୪ ଏବଂ ୫ ଦୁଇଦିନ…

କେନ୍ଦୁଝର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

କେନ୍ଦୁଝର:(ସୀତାରାମ ଦୀକ୍ଷିତ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୪ ମହାସମାରୋହରେ କେନ୍ଦୁଝର ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ସକାଳ ୮:୦୦ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ଅଡିଟୋରିଅମ ପର୍ଯ୍ୟନ୍ତ…

ଲରମ୍ଭା କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ(ମୁକୁନ୍ଦ ଦାସ) : ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଆନୁଷ୍ଠାନିକ ଭାବରେ ଏହାକୁ ଉଦ ଘାଟନ କରିଥିଲେ। କଲେଜର ବରିଷ୍ଠ…

ପିପୁଲ୍ସ କଲେଜର ମୁଖ୍ୟ କିରାଣୀଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକଙ୍କୁ ଡିସେମ୍ବର ୦୩ ତାରିଖ ଦିନ କଲେଜର କର୍ମଚାରୀ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭା କଲେଜ…

ନରଣପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ନରଣପୁର ଉଚ ବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି | ଏହି ଅବସରରେ ସମଗ୍ର ଶିକ୍ଷା ବିଭାଗ ଦ୍ୱାରା ନରଣପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ବରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି…

error: Content is protected !!